ମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ

'ମୟୂରଭଞ୍ଜ' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:

  1. ଜଶୀପୁର
  2. ସାରସକଣା
  3. ରାଇରଙ୍ଗପୁର
  4. ବାଙ୍ଗିରିପୋଷି
  5. ଉଦଳା
  6. ବାରିପଦା
  7. ମୋରଡ଼ା

ସାଂସଦ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "General Election 2019 - Election Commission of India". results.eci.gov.in. Retrieved 2019-06-16.

ଆହୁରି ଦେଖନ୍ତୁ[ସମ୍ପାଦନା]