ମୌଲବୀ ବଜାର

ଉଇକିପିଡ଼ିଆ ରୁ
Jump to navigation Jump to search
Moulvibazar
মৌলভীবাজার
Town
Division Sylhet Division
District Moulvibazar District
କ୍ଷେତ୍ରଫଳ
 • Total  km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
Population
 • Total ୪୧
 • ଘନତା /km2 (10,000/sq mi)
ପିନ କୋଡ଼ 3200

ମୌଲବୀ ବଜାରr (ବଙ୍ଗାଳୀ: মৌলভীবাজার) ଉତ୍ତର ପୂର୍ବ ବଙ୍ଗଳାଦେଶର ଶୀଳହାତ ସହର ନିକଟବରତି ଏକ ସହରାଞ୍ଚଳ । ଏହା ମୌଲବୀବଜାର ଜିଲ୍ଲାର ମୁଖ୍ୟ ଦପ୍ତର । ଏହା ଭାରତରୁ ପ୍ରବାହିତ ହେଇ ଯାଇଥିବା ମନୁ ନଦୀ କୁଳରେ ଅବସ୍ଥିତ । ଏଠାରେ ଘଞ୍ଚ ଜଣ ବସତି ରହିଛି ଓ ଏହା ଚାହା ଚାଷ ପାଇଁ ପ୍ରସିଦ୍ଧ । 

ପର୍ଜୟତନ  - ଏଠାରେ ମାଧବ କୁଣ୍ଡ ଜଳପ୍ରପାତ , ମାଧବପୁର ହ୍ରଦ ଓ ବଙ୍ଗଳାଦେଶର ଚାହା ରିସର୍ଚ କେନ୍ଦ୍ର (BTRI) ରହିଛି ।