Jump to content

ମୋ ସୁନା ଭଉଣୀ

ଉଇକିପିଡ଼ିଆ‌ରୁ
ମୋ ସୁନା ଭଉଣୀ
ନିର୍ଦ୍ଦେଶକକୈଳାଶ ମହାପାତ୍ର
ଚିତ୍ରନାଟ୍ୟତରଙ୍ଗ ଟିମ୍
କାହାଣୀତରଙ୍ଗ ଟିମ୍
କଳାକାରସୁଦର୍ଶନ ସାହୁ
ହିରଣ୍ମୟୀ ଦାସ
ସଙ୍ଗୀତସନ୍ତୋଷ କୁମାର
ଚିତ୍ରଗ୍ରହଣସଞ୍ଜୟ, ରାଜୁ
ସମ୍ପାଦକଦେବ
ବିତରକତରଙ୍ଗ ଟିଭି
ତରଙ୍ଗ ପ୍ଲସ୍
ମୁକ୍ତିଲାଭ ତାରିଖ
୧୭ ଅଗଷ୍ଟ ୨୦୨୫
ଦେଶ ଭାରତ
ଭାଷାଓଡ଼ିଆ

ମୋ ସୁନା ଭଉଣୀ ୨୦୨୫ ମସିହାରେ ଟେଲିଭିଜନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତରଙ୍ଗ ଫିଲ୍ମସ୍ ଦ୍ୱାରା ନିର୍ମାଣ କରାଯାଇଥିଲା । ତରଙ୍ଗ ଟିମ୍ ଦ୍ୱାରା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରାଯାଇଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କୈଳାଶ ମହାପାତ୍ର । ସଙ୍ଗୀତକାର ସନ୍ତୋଷ କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ସୁଦର୍ଶନ ସାହୁ, ହିରଣ୍ମୟୀ ଦାସ, ଲଭ୍‌ରୀନ୍ ଖାନମ୍, ସୌମ୍ୟା, ସୋମେଶ, କ୍ରିଷ୍ଣା କର, ଗୁଣ୍ଡା, ପି.କେ. ଷଡ଼ଙ୍ଗୀ, ଜଗଦୀଶ ମିଶ୍ର, ନିର୍ବାଣ ଷଡ଼ଙ୍ଗୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୭ ଅଗଷ୍ଟ ୨୦୨୫ରେ ଏହି କଥାଚିତ୍ରଟି ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]
  • ସୁଦର୍ଶନ ସାହୁ
  • ହିରଣ୍ମୟୀ ଦାସ
  • ଲଭ୍‌ରୀନ୍ ଖାନମ୍
  • ସୌମ୍ୟା
  • ସୋମେଶ
  • କ୍ରିଷ୍ଣା କର
  • ଗୁଣ୍ଡା
  • ପି.କେ. ଷଡ଼ଙ୍ଗୀ
  • ଜଗଦୀଶ ମିଶ୍ର
  • ନିର୍ବାଣ ଷଡ଼ଙ୍ଗୀ

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ସନ୍ତୋଷ କୁମାର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତଗୁଡ଼ିକ ରଚନା କରିଥିଲେ । ସୋମନାଥ, ସୌଜନ୍ୟା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ

ବାହାର ଆଧାର

[ସମ୍ପାଦନା]