Jump to content

ମୋ ଭାଇ ଜଗା (୨୦୨୫ର ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ମୋ ଭାଇ ଜଗା (୨୦୨୫ର ଓଡ଼ିଆ କଥାଚିତ୍ର)
ନିର୍ଦ୍ଦେଶକସନ୍ତୋଷ ବିଶ୍ୱାଳ
ପ୍ରଯୋଜକତୋଫାନ କୁମାର ଜେନା
ସଂଳାପଶୁଭ୍ରାଂଶୁ ଶେଖର ପଣ୍ଡା
ଚିତ୍ରନାଟ୍ୟତରଙ୍ଗ ଟିମ୍
କାହାଣୀତରଙ୍ଗ ଟିମ୍
କଳାକାରବିକ୍ରମ କେଶରୀ ମହାନ୍ତି
ଅସୀମା ପତି
ଶୁଭଶ୍ରୀ ବାରିକ
ସଙ୍ଗୀତବୈଭବ ପୃଷ୍ଟି
ସମ୍ପାଦକପ୍ରେମ
ବିତରକତରଙ୍ଗ ଟିଭି
ତରଙ୍ଗ ପ୍ଲସ୍
ମୁକ୍ତିଲାଭ ତାରିଖ
୨୯ ଜୁନ ୨୦୨୫
ଦେଶ ଭାରତ
ଭାଷାଓଡ଼ିଆ

ମୋ ଭାଇ ଜଗା (୨୦୨୫ର ଓଡ଼ିଆ କଥାଚିତ୍ର) ୨୦୨୫ ମସିହାରେ ଟେଲିଭିଜନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତୋଫାନ କୁମାର ଜେନା । ତରଙ୍ଗ ଟିମ୍ ଦ୍ୱାରା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରାଯାଇଥିଲା ଏବଂ ସଂଳାପ ରଚନା କରିଥିଲେ ଶୁଭ୍ରାଂଶୁ ଶେଖର ପଣ୍ଡା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସନ୍ତୋଷ ବିଶ୍ୱାଳ । ସଙ୍ଗୀତକାର ବୈଭବ ପୃଷ୍ଟି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ବିକ୍ରମ କେଶରୀ ମହାନ୍ତି, ଅସୀମା ପତି, ଶୁଭଶ୍ରୀ ବାରିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୯ ଜୁନ ୨୦୨୫ରେ ଏହି କଥାଚିତ୍ରଟି ତରଙ୍ଗ ପ୍ଲସ୍ ଓ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]
  • ବିକ୍ରମ କେଶରୀ ମହାନ୍ତି
  • ଅସୀମା ପତି
  • ଶୁଭଶ୍ରୀ ବାରିକ

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଭବ ପୃଷ୍ଟି । ଗୀତିକାର ପ୍ରକାଶ ଚନ୍ଦ୍ର ଜେନା ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ରଶ୍ମିପ୍ରଭା, ଅନ୍ତରୀକ୍ଷା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ

ବାହାର ଆଧାର

[ସମ୍ପାଦନା]