ମୋ ଜେଜେଙ୍କ ଲଭ୍ ଷ୍ଟୋରୀ
ଦେଖଣା
| ମୋ ଜେଜେଙ୍କ ଲଭ୍ ଷ୍ଟୋରୀ | |
|---|---|
| ନିର୍ଦ୍ଦେଶକ | ପୀନୁ ନାୟକ |
| ପ୍ରଯୋଜକ | ପ୍ରଦ୍ୟୁମ୍ନ ଲେଙ୍କା |
| ସଂଳାପ | ପ୍ରିୟବ୍ରତ ପଣ୍ଡା |
| ଚିତ୍ରନାଟ୍ୟ | ପ୍ରିୟବ୍ରତ ପଣ୍ଡା |
| କାହାଣୀ | ପ୍ରିୟବ୍ରତ ପଣ୍ଡା |
| କଳାକାର | ସତ୍ୟଜିତ ନିଲାଖି ପାତ୍ର ପ୍ରଦ୍ୟୁମ୍ନ ଲେଙ୍କା ଚୌଧୁରୀ ଜୟପ୍ରକାଶ ଦାସ ସୋମେଶ ମହାନ୍ତି |
| ସଙ୍ଗୀତ | ଅଭିଜିତ ମଜୁମଦାର |
| ଚିତ୍ରଗ୍ରହଣ | ସୁଦର୍ଶନ ସେନାପତି |
| ସମ୍ପାଦକ | ପିଣ୍ଟୁ ନାୟକ |
ମୁକ୍ତିଲାଭ ତାରିଖ | ୧୮ ଫେବୃଆରୀ ୨୦୨୪ |
| ଦେଶ | |
| ଭାଷା | ଓଡ଼ିଆ |
ମୋ ଜେଜେଙ୍କ ଲଭ୍ ଷ୍ଟୋରୀ ୨୦୨୪ ମସିହାରେ ଟେଲିଭିଜନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପୀନୁ ନାୟକ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ସତ୍ୟଜିତ, ନିଲାଖି ପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଚୌଧୁରୀ ଜୟପ୍ରକାଶ ଦାସ, ସୋମେଶ ମହାନ୍ତି, ମାମୁନି, କ୍ରୀତି, ସୁମନ୍ତ, ମାନସ, ଶୃତି, ଶୁଭଶ୍ରୀ, ଲିପିକା, ପ୍ରଜ୍ଞା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୮ ଫେବୃଆରୀ ୨୦୨୪ରେ ଏହି କଥାଚିତ୍ରଟି ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ସତ୍ୟଜିତ
- ନିଲାଖି ପାତ୍ର
- ପ୍ରଦ୍ୟୁମ୍ନ ଲେଙ୍କା
- ଚୌଧୁରୀ ଜୟପ୍ରକାଶ ଦାସ
- ସୋମେଶ ମହାନ୍ତି
- ମାମୁନି
- କ୍ରୀତି
- ସୁମନ୍ତ
- ମାନସ
- ଶୃତି
- ଶୁଭଶ୍ରୀ
- ଲିପିକା
- ପ୍ରଜ୍ଞା
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୋ ଜେଜେଙ୍କ ଲଭ୍ ଷ୍ଟୋରୀ