ମୋରଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
(ମୋରଡ଼ା (ବିଧାନସଭା ନିର୍ବାଚନ ମଣ୍ଡଳୀ)ରୁ ଲେଉଟି ଆସିଛି)
| ମୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ଭୋଟର ସଂଖ୍ୟା (୨୦୧୪): | ୧,୯୮,୦୧୧ |
| ଜିଲ୍ଲା: | ମୟୂରଭଞ୍ଜ |
| ଲୋକ ସଭା ନିର୍ବାଚନ ମଣ୍ଡଳୀ: | ମୟୂରଭଞ୍ଜ |
| ପଞ୍ଚାୟତ ସମିତି: | ୩ |
| ଗ୍ରାମ ପଞ୍ଚାୟତ: | |
| ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
| ପୌର ପରିଷଦ: | ୦ |
ମୋରଡ଼ା (କ୍ରମିକ ସଂଖ୍ୟା: ୩୪) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ମୋରଡ଼ା ବ୍ଳକ, ଶୁଳିଆପଦା ବ୍ଳକ ଓ ରାସଗୋବିନ୍ଦପୁର ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରାଜକିଶୋର ଦାସଙ୍କଠାରୁ ୬୯୫୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ବିମଳ ଲୋଚନ ଦାଶଙ୍କଠାରୁ ୬,୨୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]| ୨୦୦୯ ବିଧାନ ସଭା ନିର୍ବାଚନ, ମୋରଡ଼ା [୬] | |||||
|---|---|---|---|---|---|
| ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
| ବିଜଦ | ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ | ୩୭,୬୦୯ | ୨୮.୮୭ | - | |
| ଝାମୁମୋ | ବିମଳ ଲୋଚନ ଦାଶ | ୩୧,୪୦୮ | ୨୪.୧୧ | - | |
| ଭାଜପା | ରାଜକିଶୋର ଦାସ | ୨୬,୯୫୫ | ୨୦.୬୯ | - | |
| କଂଗ୍ରେସ | ଜ୍ଞାନେନ୍ଦ୍ର ନାଥ ଦାସ | ୨୦,୫୮୭ | ୧୫.୮୦ | - | |
| ସ୍ୱାଧୀନ | ହରିହର ମହନ୍ତ | ୨,୩୬୪ | ୧.୮୧ | - | |
| ସମୃଦ୍ଧ ଓଡ଼ିଶା | ବିଜୟ କୁମାର ମହାନ୍ତି | ୧,୩୪୦ | ୧.୦୩ | - | |
| ସ୍ୱାଧୀନ | ରାମଚନ୍ଦ୍ର ଦାସ | ୧,୨୪୫ | ୦.୯୬ | - | |
| ସ୍ୱାଧୀନ | ସ୍ନେହଲତା ଟୁଙ୍ଗ | ୧,୦୦୬ | ୦.୭୭ | - | |
| ଏଜେଏସୟୁ ପାର୍ଟି | ଯୁଧିଷ୍ଠିର ମହନ୍ତ | ୯୮୩ | ୦.୭୫ | - | |
| ସ୍ୱାଧୀନ | ଶକୁନ୍ତଳା ନାୟକ | ୯୪୦ | ୦.୭୨ | - | |
| ସ୍ୱାଧୀନ | ଜୈମୁନି କୁମାର ମହନ୍ତ | ୮୪୬ | ୦.୬୫ | - | |
| ସ୍ୱାଧୀନ | ରବିନାରାୟଣ ନାୟକ | ୭୯୮ | ୦.୬୧ | - | |
| ସପା | ହରିଶ ଦତ୍ତ | ୭୯୫ | ୦.୬୧ | - | |
| ସ୍ୱାଧୀନ | ଚୈତନ ବେଶ୍ରା | ୭୮୨ | ୦.୬୦ | - | |
| ବସପା | ସତ୍ୟବାନ ଦଳନାୟକ | ୭୬୦ | ୦.୫୮ | - | |
| ଜନ ହିତକାରୀ ପାର୍ଟି | ରାମ ଚନ୍ଦ୍ର ସାହୁ | ୫୭୭ | ୦.୪୪ | - | |
| ସ୍ୱାଧୀନ | ନୀରଜ କୁମାର ମହାନ୍ତି | ୪୮୬ | ୦.୩୭ | - | |
| ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ | ସଦାନନ୍ଦ ଦେ | ୪୨୮ | ୦.୩୩ | - | |
| କଳିଙ୍ଗ ସେନା | ଦୀପକ କୁମାର ଦାଶ | ୩୭୫ | ୦.୨୯ | - | |
| ଭୋଟ ବ୍ୟବଧାନ | ୬,୨୦୧ | ୪.୭୬* | - | ||
| ମତଦାନ ହାର | ୧,୩୦,୩୦୬ | ୭୬.୦୦ | - | ||
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୨୦୦୯ରେ ପୁନଃଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୪]
- ୨୦୨୪: କୃଷ୍ଣଚନ୍ଦ୍ର ମହାପାତ୍ର (ବିଜେପି)
- ୨୦୧୯: ରାଜ କିଶୋର ଦାସ (ବିଜଦ)
- ୨୦୧୪: ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ (ବିଜଦ)
- ୨୦୦୯: (୩୪): ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ (ବିଜଦ)
- ୧୯୭୧: (୧୪୦): କୁଆଁରିଆ ମାଝି (ସ୍ୱତନ୍ତ୍ର ପାର୍ଟି)
- ୧୯୬୭: (୧୪୦): ସକିଲା ସୋରେନ (ସ୍ୱତନ୍ତ୍ର ପାର୍ଟି)
- ୧୯୬୧: (୧୪୦): ସକିଲା ସୋରେନ (କଂଗ୍ରେସ)
- ୧୯୫୧: (୫୦): ପ୍ରସନ୍ନ କୁମାର ଦାଶ (ସୋସିଆଲିଷ୍ଟ)
ଆଧାର
[ସମ୍ପାଦନା]- ↑ "Morada Assembly Election 2009, Orissa". empoweringindia.org. Archived from the original on 21 February 2014. Retrieved 29 May 2013.
Constituency: Morada (34) District : Mayurbhanj
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 29 May 2013.
6201
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf