Jump to content

ମୋତିଲାଲ ବର୍ମା

ଉଇକିପିଡ଼ିଆ‌ରୁ
ମୋତିଲାଲ ବର୍ମା
ଜନ୍ମ୧୯୦୬
ମୃତ୍ୟୁ1993 (aged 86–87)
କଟନି

ମୋତିଲାଲ ବର୍ମା (୧୯୦୬–୧୯୯୩) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନୈତିକ କର୍ମକର୍ତ୍ତା ଥିଲେ ।[]

ଜୀବନୀ ଓ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ

[ସମ୍ପାଦନା]

ମୋତିଲାଲ ବର୍ମା ୧୯୦୬ ମସିହାରେ, ବ୍ରିଟିଶ ଭାରତ ଅନ୍ତର୍ଗତ କଟିନ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[] ମହାତ୍ମା ଗାନ୍ଧୀଙ୍କ ଜଙ୍ଗଲ ସତ୍ୟାଗ୍ରହ ସମୟରେ, ସେ ୧୯୩୦ ମସିହାରେ ବ୍ରିଟିଶ ସୈନ୍ୟମାନଙ୍କ ବିରୁଦ୍ଧରେ ଆନ୍ଦୋଳନ କରିଥିଲେ । ତାଙ୍କୁ ୬ ମାସ କାରାଦଣ୍ଡରେ ଦଣ୍ଡିତ କରାଯିବା ସହିତ ତାଙ୍କ ପରିବାରର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରାଯାଇଥିଲା ।[] ୧୯୪୨ ମସିହାରେ, ସେ ଭାରତ ଛାଡ଼ ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବରେ ଯୋଗ ଦେଇଥିଲେ ଏବଂ ଗିରଫ ହୋଇ ୮ ମାସ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ।[] ସେ ଚନ୍ଦ୍ରଶେଖର ଆଜାଦଙ୍କ ସହ ମଧ୍ୟ ଜଡ଼ିତ ଥିଲେ ।[]

୧୯୯୩ ମସିହାରେ, ତାଙ୍କର ମୃତ୍ୟୁ ହୋଇଥିଲା ।

ଉତ୍ତରାଧିକାର

[ସମ୍ପାଦନା]

ସେ ରାଜଗୁରୁ, ବତୁକେଶ୍ୱର ଦତ୍ତ ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ମାଆ ଜଗରାଣୀ ଦେବୀଙ୍କ ଭଳି ଭାରତୀୟ କ୍ରାନ୍ତିକାରୀଙ୍କ ଉପରେ ସେ ପୁସ୍ତକ ରଚନା କରିଥିଲେ ।[][][]

  1. ୧.୦ ୧.୧ ୧.୨ ୧.୩ Verma, Suyash (23 September 2013). "Shri Motilal Verma- A Great Freedom Fighter". desikanoon.co.in. Desi Kanoon. Retrieved 15 June 2023.
  2. "Indore: Justice Anil Verma to organise exhibition of rare newspapers on 15th August". Free Press Journal (in ଇଂରାଜୀ). Retrieved 2025-09-05.
  3. Verma, Anil (2008). Ajeya Krantikari Rajguru. Publications Division, Ministry of Information and Broadcasting.
  4. Verma, Anil (2011). Batukeshwar Dutt. New Delhi: National Book Trust.
  5. Verma, Anil. "Hindustan Shahido Ka". Archived from the original on 4 August 2014. Retrieved 23 September 2013.