ମେହେରଜାନ ମାଜଦା
ଦେଖଣା
ମେହେରଜାନ ମାଜଦା | |
|---|---|
| ଜନ୍ମ | ଦାହାନୁ, ମହାରାଷ୍ଟ୍ର, ଭାରତ |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତା |
| ସକ୍ରିୟ ବର୍ଷ | ୨୦୧୦–ଏବେଯାଏଁ |
ମେହେରଜାନ ମାଜଦା ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକ ଓ କଥାଚିତ୍ର ଆଦିରେ କାମ କରନ୍ତି । ନିଶା ଔର୍ ଉସ୍କେ କଜନ୍ସ୍ ଓ ଶକ୍ତି ଭଳି ଧାରାବାହିକରେ କାମ କରିବା ପାଇଁ ସେ ଜଣାଶୁଣା ।[୧][୨][୩]
ଅଭିନୟ ଜୀବନ
[ସମ୍ପାଦନା]୨୦୦୯ ମସିହାରେ, ସେ ଏମ୍ଟିଭି ସ୍ପ୍ଲିଟ୍ଭିଲ୍ଲାର ୨ୟ ସଂସ୍କରଣରେ ଜଣେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରି ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୦ ମସିହାରେ, ସେ ସୋନି ଟିଭିରେ ପ୍ରସାରିତ ଧାରାବାହିକ ସେଭେନ୍ ଜରିଆରେ ଟେଲିଭିଜନରେ ଅଭିନୟ କରିବା ଆରମ୍ଭ କରିଥିଲେ ।
୨୦୧୧ ମସିହାରେ, ସେ ଲଭ୍ କା ଦି ଏଣ୍ଡ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ, ସେ ଜୁଦା ହୋକେ ଭି, ଔରୋ ମେଁ କାହାଁ ଦମ୍ ଥା, ଦି ଭୂତ୍ନୀ ଆଦି କଥାଚିତ୍ରରେ କାମ କରିଥିଲେ ।[୪]
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା |
|---|---|---|
| ୨୦୦୯–୨୦୧୦ | ଏମ୍ଟିଭି ସ୍ପ୍ଲିଟ୍ଭିଲ୍ଲା ୨ | ପ୍ରତିଯୋଗୀ |
| ୨୦୧୦ | ସେଭେନ୍ | ମସ୍ତିଷ୍କ କଶ୍ୟପ |
| ୨୦୧୪–୨୦୧୫ | ନିଶା ଔର୍ ଉସ୍କେ କଜନ୍ସ୍ | ଉମେଶ ଗନ୍ୱାଲା |
| ୨୦୧୭ | ଢାଇ କିଲୋ ପ୍ରେମ | ପୀୟୁଷ ଶର୍ମା |
| ୨୦୧୮ | ଲାଲ ଇସ୍କ | ରିଷଭ |
| ବକ୍ସ କ୍ରିକେଟ୍ ଲିଗ୍ ୩ | ପ୍ରତିଯୋଗୀ | |
| ସଲିମ ଅନାରକଲି | ||
| ୨୦୨୦–୨୦୨୧ | ଶକ୍ତି | ରୋହନ ସିଂହ |
| ୨୦୨୩ | ତେରେ ଇସ୍କ ମେଁ ଘାୟଲ | ମାହିର ଦମାନିଆ |
| ୨୦୨୫-ଏବେଯାଏଁ | ଇତ୍ତି ସି ଖୁସି | ପର୍ଚି |
କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା |
|---|---|---|
| ୨୦୧୧ | ଳଭ୍ କା ଦି ଏଣ୍ଡ୍ | ଟିମି |
| ୨୦୨୨ | ଜୁଦା ହୋକେ ଭି | ସିଦ୍ଧାର୍ଥ ଜୟବର୍ଦ୍ଧନ |
| ୨୦୨୪ | ଔରୋ ମେଁ କାହାଁ ଦମ୍ ଥା | ଆଡ଼ଭୋକେଟ ରଘୁବଂଶୀ |
| ୨୦୨୫ | ଦି ଭୂତ୍ନୀ | କରିସ୍ମାର ପ୍ରେମିକ |
ୱେବ୍ ସିରିଜ୍
[ସମ୍ପାଦନା]| ବର୍ଷ | ସିରିଜ୍ | ଭୂମିକା | ପ୍ଲାଟଫର୍ମ | ମନ୍ତବ୍ୟ |
|---|---|---|---|---|
| ୨୦୧୭ | ଗେହରାଇୟାଁ | ସୂର୍ଯ୍ୟ | ଭିଉ | |
| ୨୦୧୮ | କୈସି ୟେହ ୟାରିୟାଁ ୩ | ସ୍ମରଣ | ଭୂଟ | |
| ଜିନ୍ଦାବାଦ | ଆମିର ଶୈଖ | ଭିବି ଓନ୍ ୱେବ୍ | ||
| ବ୍ରୋକେନ୍ ବଟ୍ ବିଉଟିଫୁଲ୍ | ପାର୍ଥ | ଅଲ୍ଟ ବାଲାଜୀ ଓ ଜୀ୫ | ସିଜିନ୍ ୧ ଓ ୨ | |
| ୨୦୨୨ | କ୍ୟାମ୍ପସ ଡାଏରୀ | ନିଖିଲ | ଏମ୍ଏକ୍ସ ପ୍ଲେୟାର | |
| ମଡର୍ଣ୍ଣ ଲଭ୍ ମୁମ୍ବାଇ | ଅବଦୁଲ୍ଲା | ଆମାଜନ୍ ପ୍ରାଇମ୍ ଭିଡିଓ | ||
| ୨୦୨୪ | ହସ୍ଲର୍ସ୍ | ମନୋଜ | ଆମାଜନ ମିନିଟିଭି |
ଆଧାର
[ସମ୍ପାଦନା]- ↑ "Judaa Hoke Bhi Movie Review: Akshay Oberoi & Aindrita Ray shines in this twisted romantic thriller", The Times of India, retrieved 2023-01-02
- ↑ "Meherzan Mazda bags ALTBalaji's Kehne Ho Humsafar Hain season 3". Tellychakkar.com (in ଇଂରାଜୀ). Retrieved 2023-01-02.
- ↑ India, The Hans (2017-04-28). "Meherzan Mazda's mother worried about his marriage". thehansindia.com (in ଇଂରାଜୀ). Retrieved 2023-01-02.
- ↑ Team, Tellychakkar (7 September 2018). "Meherzan Mazda roped in for Daastan-E-Mohabbat: Salim Anarkali". Tellychakkar.com (in ଇଂରାଜୀ). Retrieved 22 January 2020.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମେହେରଜାନ ମାଜଦା
- ଇନଷ୍ଟାଗ୍ରାମରେ ମେହେରଜାନ ମାଜଦା