Jump to content

ମେଫେନାମିକ୍ ଏସିଡ

ଉଇକିପିଡ଼ିଆ‌ରୁ
ମେଫେନାମିକ୍ ଏସିଡ
Clinical data
Trade namesPonstel, Ponstan, many others
AHFS/Drugs.commonograph
MedlinePlusa681028
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth, suppositories
    ATC code
    Legal status
    Legal status
    Pharmacokinetic data
    Bioavailability90%
    Protein binding>90%
    MetabolismHepatic (CYP2C9)
    Elimination half-life2 hours
    ExcretionUrine (52–67%), faeces (20–25%)
    Identifiers
    • 2-(2,3-dimethylphenyl)aminobenzoic acid
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.467 Edit this at Wikidata
    Chemical and physical data
    FormulaC15H15NO2
    Molar mass୨୪୧.୨୯ g·mol−1
    3D model (JSmol)
    • O=C(O)c2c(Nc1cccc(c1C)C)cccc2
    • InChI=1S/C15H15NO2/c1-10-6-5-9-13(11(10)2)16-14-8-4-3-7-12(14)15(17)18/h3-9,16H,1-2H3,(H,17,18) checkY
    • Key:HYYBABOKPJLUIN-UHFFFAOYSA-N checkY
     ☒NcheckY (what is this?)  (verify)

    ମେଫେନାମିକ୍ ଏସିଡ ହେଉଛି ଏକ ନନ୍ ଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAIDs) ଯାହା ଯନ୍ତ୍ରଣାଦାୟକ ଋତୁଶୂଳରେ ହେଉଥିବା ସାମାନ୍ୟରୁ ମଧ୍ୟମ ଯନ୍ତ୍ରଣାର ଚିକିତ୍ସା କରିବାରେ ବ୍ୟବହୃତ ହୁଏ | [] [] ଯେ କୌଣସି ପ୍ରଦାହ ଯନ୍ତ୍ରଣାର ଉପଶମ ପାଇଁ ବ୍ୟବହାର କରାଯାଇପାରେ | [] ଏକ ସପ୍ତାହରୁ କମ୍ ସମୟ ପାଇଁ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ | [] ଏହା ପାଟିରେ ନିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଛାତିଜ୍ୱାଳା, ବାନ୍ତି, ବୃକ୍‌କ ସମସ୍ୟା, ତରଳ ପଦାର୍ଥ ଅବଧାରଣ ଏବଂ ରାସ୍ ବା ଦାଗ ହୋଇପାରେ | [] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦରକ୍ତନାଳୀ ରୋଗ, ଆଲର୍ଜି ପ୍ରତିକ୍ରିୟା, ଅମ୍ଳରୋଗ, ହେମୋଲାଇଟିକ ଆନିମିଆ, ଯକୃତ ସମସ୍ୟା ଏବଂ ହୃଦ୍‌ପାତ ହୋଇପାରେ । [] [] [] ଗର୍ଭାବସ୍ଥାର ଶେଷ ତୃତୀୟାଂଶରେ ଏବଂ ସ୍ତନ୍ୟପାନ ସମୟରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ | [] ଏଞ୍ଜାଇମ ସାଇକ୍ଲୋଅକ୍ସିଜେନେଜ ଜନିତ ପ୍ରୋଷ୍ଟାଗ୍ଲାଣ୍ଡିନ ଉତ୍ପାଦନ ହ୍ରାସ କରି ମେଫେନାମିକ୍ ଏସିଡ୍ କାମ କରେ | []

    ମେଫେନାମିକ୍ ଏସିଡ୍ ୧୯୬୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ନିମନ୍ତେ ବ୍ୟବହାର କରିବାକୁ ଅନୁମୋଦିତ ହୋଇଥିଲା। [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [] ଯୁକ୍ତରାଜ୍ୟରେ ୨୫୦ ମିଗ୍ରାର ଏକ ଶହ ବଟିକାର ଏନଏଚଏସ ମୂଲ୍ୟ ପ୍ରାୟ ୨୦୨୦୨ ପାଉଣ୍ଡ ଅଟେ। [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୩୫ ଡଲାର ଅଟେ। [] ଅପେକ୍ଷାକୃତ ଅଧିକ ପାର୍ଶ୍ୱ ପ୍ରତିକ୍ରିୟାର ଚିନ୍ତା ହେତୁ ଅନ୍ୟ କେତେକ ନନ୍ ଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ ତୁଳନାରେ ଏହା ଯୁକ୍ତରାଷ୍ଟ୍ରରେ ବହୁଳ ଭାବରେ ବ୍ୟବହୃତ ହୁଏ ନାହିଁ | [] []

    1. "Mefenamic Acid Monograph for Professionals". Drugs.com (in ଇଂରାଜୀ). Retrieved 8 October 2020.
    2. BNF 79 : March 2020. London: Royal Pharmaceutical Society. 2020. p. 1182. ISBN 9780857113658.
    3. 1 2 3 BNF 79 : March 2020. London: Royal Pharmaceutical Society. 2020. p. 1182. ISBN 9780857113658.
    4. 1 2 3 4 5 6 "Mefenamic Acid Monograph for Professionals". Drugs.com (in ଇଂରାଜୀ). Retrieved 8 October 2020.
    5. 1 2 3 "Mefenamic Acid". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Retrieved 8 October 2020.
    6. Aronson, Jeffrey K. (2009). Meyler's Side Effects of Analgesics and Anti-inflammatory Drugs (in ଇଂରାଜୀ). Elsevier. p. 334. ISBN 978-0-08-093294-1.
    7. "Mefenamic Acid Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Retrieved 8 October 2020.
    8. Aronson, Jeffrey K. (2009). Meyler's Side Effects of Analgesics and Anti-inflammatory Drugs (in ଇଂରାଜୀ). Elsevier. p. 334. ISBN 978-0-08-093294-1.