ମେଟାବୋଲିଜିମ

ଉଇକିପିଡ଼ିଆ‌ରୁ

ମେଟାବୋଲିଜିମ (/məˈtæbəlɪzəm/, from ଗ୍ରୀକ: μεταβολή metabolē, "ବଦଳ") ଜୀବ ମାନଙ୍କରେ ଜୀବନ ନିର୍ବାହକାରୀ ରସାୟନିକ ପ୍ରତିକ୍ରିୟା ସମୂହ ଅଟେ। ଏହାର ତିନୋଟି ମୁଖ୍ୟ ଉଦ୍ଦେଶ୍ୟ ହେଲା: ଜୀବ-କୋଷ ମାନଙ୍କରେ ପ୍ରକ୍ରିୟା ଚାଲିବା ନିମନ୍ତେ ଖାଦ୍ୟରୁ ଶକ୍ତିରେ ରୁପାନ୍ତରଣ: ଖାଦ୍ୟରୁ ପ୍ରୋଟିନ, ଲିପିଡ, ନ୍ୟୁକ୍ଲିକ ଏସିଡ, ଓ କାର୍ବୋହାଇଡ୍ରେଟ୍‌ସ୍ ପାଇଁ ମୂଳଦୁଆ ତିଆରି; ଏବଂ ନାଇଟ୍ରୋଜିନସ ଅପଶିଷ୍ଟର ବିଲୋପନ। ଏହି ଏଞ୍ଜାଇମ୍ ଉତ୍ପ୍ରେରିତ ପ୍ରକ୍ରିୟା ଗୁଡି଼କ ଜୀବମାନଙ୍କୁ ବଢି଼ବା, ତାଙ୍କ ବଂଶ ବୃଦ୍ଧି, ଓ ବାତାବରଣ ପ୍ରତି ତାଙ୍କ ପ୍ରତିକ୍ରିୟାରେ ସାହାଯ୍ୟ କରନ୍ତି।

ଆଧାର[ସମ୍ପାଦନା]