Jump to content

ମେଘାଳୟ ଉଚ୍ଚ ନ୍ୟାୟାଳୟ

ଉଇକିପିଡ଼ିଆ‌ରୁ
ମେଘାଳୟ ଉଚ୍ଚ ନ୍ୟାୟାଳୟ
ସ୍ଥାପିତ23 ମାର୍ଚ୍ଚ 2013; 12 years ago (2013-୦୩-23)
ସ୍ଥାନShillong, Meghalaya
ସଂରଚନାPresidential with confirmation of Chief Justice of India and Governor of respective state.
ଅଧିକାର ପ୍ରାପ୍ତConstitution of India
ବିଚାରପତି କାର୍ଯ୍ୟକାଳTill 62 years of age
ସଦସ୍ଯତା ସଂଖ୍ଯା4
Websitemeghalayahighcourt.nic.in
Chief Justice
ବର୍ତ୍ତମାନIndra Prasanna Mukerji
ନିଯୁକ୍ତି ଦିନ3 October 2024

ମେଘାଳୟ ଉଚ୍ଚ ନ୍ୟାୟାଳୟ ହେଉଛି ମେଘାଳୟ ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ ।[] ଏହା ୨୦୧୩ ମାର୍ଚ୍ଚ ମାସରେ ଭାରତର ସଂବିଧାନ ଓ ଉତ୍ତର-ପୂର୍ବ ଅଞ୍ଚଳ (ପୁନର୍ଗଠନ) ଆଇନ, ୧୯୭୧ରେ ଉଚିତ ସଂଶୋଧନ ପୂର୍ବକ ଏହାକୁ ସ୍ଥାପିତ କରାଯାଇଥିଲା । ପୂର୍ବରୁ, ଗୌହାଟି ଉଚ୍ଚ ନ୍ୟାୟାଳୟର ଗୋଟିଏ ବେଞ୍ଚ ମେଘାଲୟ ରାଜ୍ୟରେ କାର୍ଯ୍ୟ କରୁଥିଲା । ମେଘାଳୟ ଉଚ୍ଚ ନ୍ୟାୟାଳୟ ମେଘାଲୟର ରାଜଧାନୀ ଶିଲଙ୍ଗ୍‌ ଠାରେ ଅବସ୍ଥିତ । ଏହି ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଓ ତିନିଜଣ ଅନ୍ୟ ବିଚାରପତି ସହିତ ସର୍ବମୋଟ ଚାରିଜଣ ସ୍ଥାୟୀ ବିଚାରପତି ଅଛନ୍ତି ।[]

ବର୍ତ୍ତମାନ ଏହି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହେଲେ ନ୍ୟାୟମୂର୍ତ୍ତି ଇନ୍ଦ୍ର ପ୍ରସନ୍ନ ମୁକେର୍ଜି । ସେ ୩ ଅକ୍ଟୋବର ୨୦୨୪ ରେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ ।[]

  1. "New Chief Justices for Manipur, Meghalaya & Tripura high courts". The Times of India. 2013-03-24. ISSN 0971-8257. Retrieved 2025-06-06.
  2. "Home | High Court of Meghalaya". meghalayahighcourt.nic.in. Retrieved 2025-06-06.
  3. "Order of appointment of Shri Justice Indra Prasanna Mukerji, Judge, Calcutta High Court as Chief Justice of Meghalaya High Court (21.09.2024) | Department of Justice | India" (in ଇଂରାଜୀ). Retrieved 2025-06-06.