ମୃତ୍ୟୁଞ୍ଜୟ ପାଳ

ଉଇକିପିଡ଼ିଆ‌ରୁ
(ମୃତ୍ୟୁଞ୍ଜୟ ପାଲ୍ରୁ ଲେଉଟି ଆସିଛି)
ମୃତ୍ୟୁଞ୍ଜୟ ପାଳ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀମହେଶ ଚନ୍ଦ୍ର ସୁବାହୁ ସିଂହ, ବାଇଧର ନାୟକ
ପର ଅଧିକାରୀପବିତ୍ର ମୋହନ ପ୍ରଧାନ
ନିର୍ବାଚନ ମଣ୍ଡଳୀପାଲଲହଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-11-24)ନଭେମ୍ବର ୨୪, ୧୯୨୮
ମୃତ୍ୟୁ୩ ଜୁଲାଇ ୨୦୧୧(2011-07-03) (ବୟସ ୮୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଅଖିଳ ଭାରତୀୟ ଗଣ ପରିଷଦ
ଜୀବନ ସାଥୀଯୁଗଳ କିଶୋରୀ ଦେବୀ
ବାପା/ବୋଉଶରତ ଚନ୍ଦ୍ର ମୁନିପାଳ (ବାପା)
ବୃତ୍ତିରାଜନୀତିଜ୍ଞ

ମୃତ୍ୟୁଞ୍ଜୟ ପାଳ (୨୪ ନଭେମ୍ବର ୧୯୨୮ - ୩ ଜୁଲାଇ ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିସା ରାଜନୀତିରେ ଅଖିଳ ଭାରତୀୟ ଗଣ ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ମୃତ୍ୟୁଞ୍ଜୟ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମୃତ୍ୟୁଞ୍ଜୟ ପାଳ ୧୯୨୮ ମସିହାର ନଭମ୍ବର ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶରତ ଚନ୍ଦ୍ର ମୁନିପାଳ ଓ ପତ୍ନୀଙ୍କ ନାମ ଯୁଗଳ କିଶୋରୀ ଦେବୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ମୃତ୍ୟୁଞ୍ଜୟ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣ ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ମୃତ୍ୟୁଞ୍ଜୟ ୨୦୧୧ ମସିହାର ଜୁଲାଇ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Mrutyunjaya Pal". odishaassembly.nic.in. Odisha Assembly. Retrieved 21 July 2020.