Jump to content

ମୃଣାଳିନୀ ଶର୍ମା

ଉଇକିପିଡ଼ିଆ‌ରୁ
ମୃଣାଳିନୀ ଶର୍ମା
କଲ୍ଲିଷ୍ଟା ସ୍ପା ଓପନିଂରେ ମୃଣାଳିନୀ ଶର୍ମା
ଜନ୍ମ୨୭ ସେପ୍ଟେମ୍ବର[]
ଦିଲ୍ଲୀ, ଭାରତ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍

ମୃଣାଳିନୀ ଶର୍ମା (ଜନ୍ମ: ୨୭ ସେପ୍ଟେମ୍ବର) ଜଣେ ଭାରତୀୟ ମଡେଲ୍ ଓ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି ।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ଶର୍ମା ୧୯୭୭ ମସିହାର ସେପ୍ଟେମ୍ବର୨୭ ତାରିଖରେ, ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ନୂଆ ଦିଲ୍ଲୀ ସ୍ଥିତ ଚାଣକ୍ୟପୁରୀରେ ଥିବା କାର୍ମେଲ୍ କନ୍‌ଭେଣ୍ଟ ସ୍କୁଲରୁ ତାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ଏହାପରେ, ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଯୀଶସ୍ ଆଣ୍ଡ୍ ମେରି କଲେଜରୁ ସ୍ନାତକ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ଶର୍ମା ଦିଲ୍ଲୀରେ ଜଣେ ମଡେଲ୍ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ମୁମ୍ବାଇ ଯାଇଥିଲେ । ସେ ବିଭିନ୍ନ ବାଣିଜ୍ୟିକ ବିଜ୍ଞାପନରେ କାମ କରିବା ସହିତ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୦୫ ମସିହାରେ, ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ନିର୍ଦ୍ଦେଶନା ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ଅପହରଣରେ ସେ ଏକ ଆଇଟମ୍ ନମ୍ବର କରିଥିଲେ ।[]

ସେ ମହେଶ ଭଟ୍ଟଙ୍କର ତିନୋଟି କଥାଚିତ୍ରରେ କାମ କରିଥିଲେ ।[] ଆୱାରାପନ୍ କଥାଚିତ୍ରରେ, ସେ ଇମ୍ରାନ ହାସମୀଙ୍କ ସହିତ କାମ କରିଥିଲେ, ଯେଉଁଥିରେ ଶ୍ରୀୟା ଶରଣ ମଧ୍ୟ ଅଭିନୟ କରିଥିଲେ । ରାଜୁ ଖାନ୍‌ଙ୍କ ନିର୍ଦ୍ଦେଶନା ନିର୍ମିତ କଥାଚିତ୍ର ଶୋୱବିଜ୍‌ରେ ସେ କାମ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୦୫ ଅପହରଣ ଆଇଟମ୍ ଡ୍ୟାନ୍ସ []
୨୦୦୬ ବିଅଣ୍ଡ୍ ପୁର୍ଗଟୋରୀ ସିଷ୍ଟର ଇଂରାଜୀ କ୍ଷୁଦ୍ର ଚଳଚ୍ଚିତ୍ର
୨୦୦୭ ଆୱାରାପନ୍ ରୀମା []
ଶୋୱବିଜ୍ ଶିଖା ବର୍ମା []
୨୦୧୦ ହାଇଡ୍ ଏନ୍ ସିକ୍ ଜ୍ୟୋତିକା ଝାଲଣୀ []
୨୦୧୧ ସାଉଣ୍ଡ୍‌ଟ୍ରାକ୍ ସୋନାଲି [୧୦]
୨୦୧୨ ଜୋଡ଼ି ବ୍ରେକର୍ସ ଇରା [୧୧]
୨୦୧୩ ୩ଜି ଚାଇମା/ଜସ୍ମିନ [୧୨]
୨୦୧୮ ଇସ୍କେରିଆ ରାଧିକା [୧୩]
୨୦୨୧ ଜାକବ
  1. ୧.୦ ୧.୧ "My life in brief: Mrinalini Sharma". The Times of India. 29 December 2009. Archived from the original on 11 February 2017. Retrieved 6 March 2020.
  2. "Getting To Know... Mrinalini Sharma". Daily News and Analysis. 4 January 2006. Archived from the original on 30 April 2017. Retrieved 6 March 2020.
  3. "Beyond items!". The Hindu. 31 December 2007. Archived from the original on 7 June 2012. Retrieved 2011-06-01.
  4. "Bhatts sign Mrinalini Sharma for a 3 film deal". Bollywood Hungama. 4 March 2016. Retrieved 6 March 2020.
  5. "New Bollywood film takes a dig at Indian media". The Financial Express. 19 September 2007. Retrieved 6 March 2020.
  6. "Meet Prakash Jha's girl newcomer Mrinalini Sharma". Rediff.com. 7 November 2005. Archived from the original on 7 November 2017. Retrieved 6 March 2020.
  7. "Mrinalini is Emraan's 'Maahiya'". IndiaGlitz. 30 May 2007. Retrieved 6 March 2020.
  8. "Mrinalini learns the 'Showbiz' rules". Daily News and Analysis. 8 July 2007. Retrieved 6 March 2020.
  9. "Mrinalini Sharma is out to thrill. The model-turned-actor will soon be seen in Hide N Seek". India Today. 3 December 2009. Retrieved 6 March 2020.
  10. "Model Mrinalini Sharma on her 'Soundtrack'". Daily News and Analysis. 12 September 2011. Retrieved 6 March 2020.
  11. "Meet the foodies and fitness freaks of Jodi Breakers!". India Today. 20 February 2012. Retrieved 6 March 2020.
  12. "Mrinalini Sharma Plays The Ghost In '3G'". Mid Day. 16 March 2013. Archived from the original on 12 October 2020. Retrieved 6 March 2020.
  13. "'Ishqeria': An out-dated and poorly written love story". Business Standard. 21 September 2018. Archived from the original on 20 September 2018. Retrieved 6 March 2020.

ବାହାର ଲିଙ୍କ୍

[ସମ୍ପାଦନା]