ମୁରାରି ଲାଲ ମୀନା
ଦେଖଣା
ମୁରାରି ଲାଲ ମୀନା | |
|---|---|
| ସାଂସଦ: ୧୮ଶ ଲୋକ ସଭା | |
| Assumed office ୪ ଜୁନ ୨୦୨୪ | |
| ପୂର୍ବ ଅଧିକାରୀ | ଜାସକୌର ମୀନ |
| ନିର୍ବାଚନ ମଣ୍ଡଳୀ | ଦୌସା |
| ମନ୍ତ୍ରୀ: ରାଜସ୍ଥାନ ସରକାର | |
| କାର୍ଯ୍ୟକାଳ ୨୨ ନଭେମ୍ବର ୨୦୨୧ – ୩ ଡିସେମ୍ବର ୨୦୨୩ | |
| ମନ୍ତ୍ରୀ ଓ ବିଭାଗ |
|
| ବିଧାୟକ: ରାଜସ୍ଥାନ ବିଧାନ ସଭା | |
| କାର୍ଯ୍ୟକାଳ ୨୦୧୮ – ୧୮ ଜୁନ ୨୦୨୪ | |
| ପୂର୍ବ ଅଧିକାରୀ | ଶଙ୍କର ଲାଲ ଶର୍ମା |
| ପର ଅଧିକାରୀ | ଦୀନ ଦୟାଲ ବୈରୱା |
| ନିର୍ବାଚନ ମଣ୍ଡଳୀ | ଦୌସା |
| କାର୍ଯ୍ୟକାଳ ୨୦୦୮ – ୨୦୧୩ | |
| ପୂର୍ବ ଅଧିକାରୀ | ନନ୍ଦ ଲାଲ ବଂଶୀୱାଲ |
| ପର ଅଧିକାରୀ | ଶଙ୍କର ଲାଲ ଶର୍ମା |
| ନିର୍ବାଚନ ମଣ୍ଡଳୀ | ଦୌସା |
| କାର୍ଯ୍ୟକାଳ ୧୯୯୮ – ୨୦୦୮ | |
| ପୂର୍ବ ଅଧିକାରୀ | ଶୈଳେନ୍ଦ୍ର ଜୋଶୀ |
| ପର ଅଧିକାରୀ | ରାମ କିଶୋର ସାଇନି |
| ନିର୍ବାଚନ ମଣ୍ଡଳୀ | ବନ୍ଦିକୁଇ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୦ ଜୁଲାଇ ୧୯୬୦ ଅଲିୟାପରା, ଦୌସା, ରାଜସ୍ଥାନ, ଭାରତ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ବହୁଜନ ସମାଜ ପାର୍ଟି (୨୦୦୩-୨୦୦୯) |
| ଜୀବନ ସାଥୀ | ସବିତା ମୀନା (ବିବାହ: ୧୯୮୪) |
| ସନ୍ତାନ | ୩ |
| ଶିକ୍ଷା | ଡିପ୍ଲୋମା (ସିଭିଲ୍ ଇଞ୍ଜିନିୟରିଂ) |
| ବୃତ୍ତି | ରାଜନେତା |
ମୁରାରି ଲାଲ ମୀନା (ଜନ୍ମ: ୨୦ ଜୁଲାଇ ୧୯୬୦; Hindi pronunciation: [mʊɾaːɾiː laːl miːɳaː]) ଜଣେ ଭାରତୀୟ ରାଜନେତା । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ରାଜସ୍ଥାନର ଦୌସା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ସେ ରାଜସ୍ଥାନ ବିଧାନ ସଭାରେ ଜଣେ ବିଧାୟକ ଭାବରେ ନିର୍ବାଚିତ ହେବା ସହିତ ରାଜସ୍ଥାନ ସରକାରରେ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାମ କରିଛନ୍ତି ।[୧][୨][୩] କଂଗ୍ରେସରେ ଯୋଗ ଦେବା ପୂର୍ବରୁ, ସେ ବହୁଜନ ସମାଜ ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ରାଜନୀତିରେ ସକ୍ରିୟ ଥିଲେ ।
ଆଧାର
[ସମ୍ପାଦନା]- ↑ "Reshuffle reflects renewed focus of Congress to retain SC/ST support base in eastern Rajasthan". The Indian Express. 24 November 2021.
- ↑ Khan, Fatima (19 July 2020). "Old loyalists, new friends, Gehlot baiters — the 18 rebel MLAs in Sachin Pilot camp". The Print.
- ↑ Iqbal, Mohammed (5 February 2021). "Dausa farmers' rally a show of strength for Sachin Pilot". The Hindu.