ମୁଣ୍ଡେଶ୍ୱରୀ ନଦୀ

ଉଇକିପିଡ଼ିଆ‌ରୁ
(ମୁଣ୍ଡେଶ୍ଵରୀ ନଦୀରୁ ଲେଉଟି ଆସିଛି)

Mundeswari River
ଦେଶ India
ରାଜ୍ୟ West Bengal
Source Damodar River

ମୁଣ୍ଡେଶ୍ୱରୀ ନଦୀ ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ଏକ କ୍ଷୁଦ୍ର ନଦୀ ଯାହା ବର୍ଷା କାଳରେ ହୁଗୁଳି , ପୂର୍ବ ମେଦିନୀପୁର ଜିଲ୍ଲାରେ ବନ୍ୟା ସୃଷ୍ଟି କରିଥାଏ । ଦୁର୍ଗାପୁର ବାରେଜରୁ 2,000 ଘନ ମିଟରରୁ ବେଶୀ ଜଳ ନିର୍ଗତ ହେବା ମାତ୍ରେ ଏହା ମୁଣ୍ଡେଶ୍ୱରୀ ଅଞ୍ଚଳର ହରିଙ୍ଖୋଳା[୧]

ଇତିହାସ [ସମ୍ପାଦନା]

ଏହି ନଦୀ ବିଷୟରେ ୧୯୧୦ ଜିଲ୍ଲା ଗେଜେଟିଆରରେ କିଛି ଉଲ୍ଲେଖ ନଥିଲେମଧ୍ୟ ୧୯୯୪ ବର୍ଦ୍ଧମାନ ଜିଲ୍ଲା ଗେଜେଟିଆରରେ ନମୋଲ୍ଲେଖ ରହିଛି ।

୧୯୧୪ ମସିହାର ଭୟଙ୍କର ବନ୍ୟା ସମୟରେ ଦାମୋଦର ନଦୀ ଦୁଇ ଭାଗରେ ବିଭକ୍ତ ହୋଇଗଲା । ଏକ ଭାଗ ମୁଣ୍ଡେଶ୍ୱରୀ ସହିତ ଯୋଗ ଦେଲା ଓ ଏହାକୁ ଏକ ବୃହତ ନଦୀରେ ପରିଣତ କଲା । [୨]

ଭୌଗୋଳିକ ତଥ୍ୟ [ସମ୍ପାଦନା]

ଏହାର ଉପତ୍ତି ଏକ କେନାଲ ଭାବରେ ବର୍ଦ୍ଧମାନ ଜିଲ୍ଲାର ମାଧବଡ଼ିହିସ୍ଥିତ ଶ୍ରୀରାମପୁର ଗ୍ରାମରୁ ହେଇ ଏହା ଚକବୁରା ଓ ହୁଗୁଳି ଜିଲ୍ଲା ଦେଇ ଯାଇଛି । ପରିଶେଷରେ ଏହି ନଦୀ ରୂପନାରାୟନ ନଦୀ ସହ ସାଙ୍ଗମା ଲାଭ କରି ବଙ୍ଗୋପସାଗରକୁ ଯାଏ । [୨]

ଆଧାର [ସମ୍ପାଦନା]

  1. ଛାଞ୍ଚ:Cite we
  2. ୨.୦ ୨.୧ Chattopadhyay, Akkori, Bardhaman Jelar Itihas O Lok Sanskriti (History and Folk lore of Bardhaman District.

ବାହାର ଲିଙ୍କ [ସମ୍ପାଦନା]