ମୁଜାଫରପୁର ବିମାନ ବନ୍ଦର
Appearance
ମୁଜାଫରପୁର ବିମାନ ବନ୍ଦର मुजफ्फरपुर हवाई अड्डा Mujaphpharapura Havāī Aḍḍā | |||
---|---|---|---|
IATA: MZU – ICAO: VEMZ | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
ପରିଚାଳକ | Airports Authority of India | ||
ସେବା | Muzaffarpur & North Bihar | ||
ଅବସ୍ଥାନ | Muzaffarpur | ||
ଉଚ୍ଚତା (ସମୁଦ୍ର ଠାରୁ) | 174 ft / 53 m | ||
ଦିଗବାରେଣି | 26°07′09″N 085°18′49″E / 26.11917°N 85.31361°E | ||
Map | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
10/28 | 3,990 | 1,216 | Asphalt |
ମୁଜାଫରପୁର ବିମାନ ବନ୍ଦର, (IATA: MZU, ICAO: VEMZ) ଭାରତୀୟ ରାଜ୍ୟ ବିହାରର ମୁଜାଫରପୁରଠାରେ ନିର୍ମାଣାଧୀନ ଥିବା ଏକ ବିମାନ ବନ୍ଦର । ଏହା 102 ଏକର ପରିମିତ ସ୍ଥାନରେ ନିର୍ମିତ ହଉଥିବା ଅବସ୍ଥାରେ ରହିଛି । ଏହାକୁ ଜାତୀୟ ରାଜପଥ 46ରେ ସହରରୁ 5 କିଲୋମିଟର ଦୂରରେ ନିର୍ମାଣ କରାଯାଉଛି । ଏହା ସମ୍ପୂର୍ଣ ହେଲେ ଏଠାରୁ ଟିଆର-II ଓ ଟିଆର-III ଶ୍ରେଣୀ ସହରକୁ ସ୍ୱଳ୍ପ ଖରଚ ବିଶିଷ୍ଟ ବିମାନ ସେବା ଦିଆଯାଇପାରିବ । [୧]
ଏହି ଏୟାର ପୋର୍ଟର ପତ୍ତନ 174 ଫୁଟ ଓ ଏଥିରେ 3,990 ଫୁଟ ରାନୱେ ନିର୍ମିତ ହେବ । [୧]
ପୁନଶ୍ଚ ଦେଖଣା
[ସମ୍ପାଦନା]- Jay Prakash Narayan International Airport
- Gaya Airport
- Purnea Airport
- Raxaul Airport
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Muzaffarpur". Airports Authority of India. Retrieved 17 November 2016.
ବାହାର ଲିଙ୍କ
[ସମ୍ପାଦନା]- Muzaffarpur Airport - India Airport Global Website
- VEMZ ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ)