Jump to content

ମୀନକେତନ

ଉଇକିପିଡ଼ିଆ‌ରୁ
(ମୀନ‌କେତନ ଦାସରୁ ଲେଉଟି ଆସିଛି)
ମୀନ‌କେତନ ଦାସ
ମୀନ‌କେତନ ଦାସ
ଜନ୍ମ(1961-05-07)ମଇ ୭, ୧୯୬୧
ମୃତ୍ୟୁ୩୦ ଜୁନ ୨୦୧୭(2017-06-30) (ବୟସ ୫୬)
ମୃତ୍ୟୁର କାରଣଅଗ୍ନାଶହ କର୍କଟ
ବୃତ୍ତିଅଭିନେତା (ଓଡ଼ିଆ)
ସକ୍ରିୟ ବର୍ଷ୧୯୯୫ - ୨୦୧୮
ବୈବାହିକ-ସାଥୀକାଞ୍ଚନବାଳା ଦାସ

ମୀନ‌କେତନ ଓଡ଼ିଆ କଥାଚିତ୍ର ଜଗତର ଜଣେ ଖଳ ତ‌ଥା ହାସ୍ୟ ଅଭିନେତା ଥିଲେ । ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଥିଲେ । ମୀନ‌କେତନ କିଛି ଯାତ୍ରାରେ ନାଟକର ନିର୍ଦ୍ଦେଶନା ଦେବା ସ‌ହ ଅଭିନୟ ମଧ୍ୟ କରିଥିଲେ ।

କଥାଚିତ୍ର ଜୀବନ

[ସମ୍ପାଦନା]

ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥିଲେ । ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୮୪ରେ ମୁକ୍ତିଲାଭ କରିଥିବା ଗଙ୍ଗଶିଉଳୀ ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା ।[] ସେ ମଧ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ । ମୀନ‌କେତନ ଓଡ଼ିଆ ଚଳଚ୍ଚିତ୍ର ସ‌ହ ଓଡ଼ିଆ ଯାତ୍ର ଜଗତରେ ମଧ୍ୟ କିଛି ନାଟକର ନିର୍ଦ୍ଦେଶନା ଦେଇଥିଲେ ଏବଂ ଅଭିନୟ କରିଥିଲେ ।[] ୨୦୧୬ ମସିହାର ମୀମାଂସା ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ "ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା" ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ଅଗ୍ନାଶୟ କର୍କଟ ଯୋଗୁ, ୨୦୧୭ ଜୁନ ୩୦ତାରିଖରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ମୀନ‌କେତନଙ୍କର ପରଲୋକ ଘଟିଥିଲା ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ମସିହାଚଳଚ୍ଚିତ୍ରଭୂମିକା
୨୦୧୬ମୀମାଂସା
୨୦୧୬ଲଭ୍ ଷ୍ଟେସନଅତିଥି କଳାକାର
୨୦୧୬ଦେଲେ ଧରା କଥା ସରେ
୨୦୧୬ଝିଅଟା ବିଗିଡ଼ିଗଲା
୨୦୧୬ଅଗସ୍ତ୍ୟସଦାନନ୍ଦ ସେଠୀ
୨୦୧୬ଟାଇଗର
୨୦୧୬ହେଲା ମତେ ପ୍ରେମ ଜର
୨୦୧୬ଗୋଟେ ଶୁଆ ଗୋଟେ ଶାରୀ
୨୦୧୫ଜଗା ହାତରେ ପଘା(୨୦୧୫)ଶଙ୍କର
୨୦୧୫ସୁପର ମିଛୁଆରୋମିଓର ମାମୁଁ
୨୦୧୫ନୂଆ ନୂଆ ପ୍ରେମରେପୋଲିସ ଇନସ୍‌ପେକ୍ଟର
୨୦୧୫ଇସ୍କ ତୁ ହି ତୁବ‌ବି ଭାଇ
୨୦୧୫ଯିଏ ଯାହା କ‌ହୁ ମୋର ଢୋହଜାରି ଶଙ୍କର
୨୦୧୪ଆମେତ ଟୋକା ଶଣ୍ଢ ମାର୍କା
୨୦୧୪କିଡ୍‌ନାପ୍
୨୦୧୪ଜୟ ହିନ୍ଦ୍
୨୦୧୪ସିନ୍ଦୂରବଲ୍ଲଭ ରାୟ
୨୦୧୩ଗଡ଼ବଡ଼ଭାଇ (ମୀନ‌କେତନ)
୨୦୧୩ଟଙ୍କା ତତେ ସଲାମମୀନ‌କେତନ
୨୦୧୩ବ୍ୟାଚେଲରଚନ୍ଦ୍ରଭାନୁ ପଟ୍ଟନାୟକ/ଟାଇଗର
୨୦୧୩ମୁଁ ଦିୱାନା ତୋ' ପାଇଁପୋଲିସ ଏସ୍.ଆଇ. ନୀଳାଚଳ
୨୦୧୩ହରି ଓମ ହରିଜଗନ୍ନାଥ ପଟ୍ଟନାୟକ
୨୦୧୩ହାତ ଧରି ଚାଲୁଥାସଂଗ୍ରାମ
୨୦୧୩ଅଶୋକ ସମ୍ରାଟସ୍ୱାମିଜୀ
୨୦୧୩ଟାର୍ଗେଟ୍ନାରୁ ଭାଇ
୨୦୧୩ଦିୱାନା ଦିୱାନୀସଞ୍ଜୁର ବାପା
୨୦୧୩ମାଇଁ ଲଭ୍ ଷ୍ଟୋରୀପ୍ରଶାନ୍ତ
୨୦୧୩ନଈ ସେପାରୀ କନକ ଗୋରୀଦୂର୍ଜତି ସାମନ୍ତରାୟ
୨୦୧୩ମୋ' ଦୁନିଆ ତୁ ହିଁ ତୁ
୨୦୧୨ଲଭ ମାଷ୍ଟରବିକ୍ରମ ପ୍ରତାପ
୨୦୧୨ଚାନ୍ଦ ନା ତମେ ତାରା
୨୦୧୨ଓମ୍ ସାଇ ରାମ୍
୨୦୧୨ବ୍ୟାଡ଼୍ ଗାର୍ଲ
୨୦୧୨ରଙ୍ଗିଲା ଟୋକାଲକ୍ଷ୍ମୀଧର ପ୍ରଧାନ
୨୦୧୨ଇଡିଅଟ୍ଗୋବର୍ଦ୍ଧନ
୨୦୧୨ତୁ ମୋ ଆରମ୍ଭ ତୁ ମୋ ଶେଷସୁଧୀର
୨୦୧୨ଗୁଡ୍ ବୟପୋଲିସ ଇନସ୍‌ପେକ୍ଟର ମୀନ‌କେତନ
୨୦୧୨ଶପଥମହିମା
୨୦୧୨ଥୁକୁଲ୍ପଞ୍ଚମର ମାମୁଁ
୨୦୧୧ବାଳୁଙ୍ଗା ଟୋକାଚିକୁର ବାପା
୨୦୧୧ମୁଁ ପ୍ରେମୀ ମୁଁ ପାଗଳକଲେଜ ଅଧକ୍ଷ
୨୦୧୧ଚୋରି ଚୋରି ମନ ଚୋରି
୨୦୧୧୧୪୩ ଆଇ ଲଭ ୟୁରସ ରଙ୍ଗ ପଣ୍ଡା
୨୦୧୧ପ୍ରେମ୍ ୱେଡ୍ସ ପ୍ରିୟାରଙ୍ଗିଲା
୨୦୧୧ହିରୋଶକ୍ତିର ବାପା
୨୦୧୧ଲୋଫର୍ରେଷ୍ଟୁରାଣ୍ଟ ମାଲିକ
୨୦୧୧ମୋଷ୍ଟ ୱାଣ୍ଟେଡ଼ବାବୁ ଭାଇ
୨୦୧୦ଓମ ନମଃ ଶିବାୟନାଗ ଭୂଷଣ ମହାନ୍ତି
୨୦୧୦ଦିୱାନାମୋହ‌‌ନ ମହାନ୍ତି(TTI)
୨୦୧୦ମେଘ ସବାରୀରେ ଆସିବ ଫେରୀସ୍ମଶାନ ଜଗୁଆଳୀ
୨୦୧୦ଏଇ ମିଳନ ଯୁଗ ଯୁଗର
୨୦୧୦ଶଶୁର ଘର ଜିନ୍ଦାବାଦଡମ୍ପୁରୁ ମାମୁଁ
୨୦୧୦ପ‌ହିଲି ରଜ(ଓଡ଼ିଆ ଚଳଚ୍ଚିତ୍ର)ବାଦଶାହା
୨୦୧୦ମୁଁ କ'ଣ ଏତେ ଖରାପଦିଗମ୍ବର ମହାନ୍ତି
୨୦୧୦ଆଖି ପଲକରେ ତୁବିଜୁ ସାମନ୍ତ
୨୦୦୯କେଉଁ ଦୁନିଆରୁ ଆସିଲ ବନ୍ଧୁସାପୁଆ କେଳା
୨୦୦୯ଶତ୍ରୁ ସଂହାରଇନସ୍‌ପେକ୍ଟର ସୁରେଶ ଗଡ଼ନାୟକ
୨୦୦୯ଆ'ରେ ସାଥି ଆରାମ
୨୦୦୯ଧୀରେ ଧୀରେ ପ୍ରେମ ହେଲାହାଡ଼ୁ ଚମ୍ପତ୍ତି
୨୦୦୮ତୋ ବିନା ଭଲ ଲାଗେନାଶଙ୍କର
୨୦୦୮ବନ୍ଦେ ଉତ୍କଳ ଜନନୀବିଧାୟକ ଗୋପବନ୍ଧୁ ବେହେରା
୨୦୦୮ଜୀଅନ୍ତା ଭୂତଡୋମ୍ବୋ
୨୦୦୭କାଳୀଶଙ୍କରମଣ୍ଟୁ
୨୦୦୭ଚକା ଚକା ଭଉଁରୀରଘୁ
୨୦୦୭ଧଉଳି ଏକ୍ସପ୍ରେସ୍ମାଧାବ
୨୦୦୭ନାରୀ ନୁହେଁ ତୁ ନାରାୟଣୀ
୨୦୦୭ଫେରିଆ ମୋ ସୁନା ଭଉଣୀ
୨୦୦୬ରାକ୍ଷୀ ବାନ୍ଧିଲି ମୋ ରଖିବ ମାନଶମ୍ଭୁ
୨୦୦୬ତୁ ଏକା ଆମ ସାହା ଭରସାବିକ୍ରମ
୨୦୦୫ଓମ୍ ଶାନ୍ତି ଓମ୍ଦୁର୍ଗା ପ୍ରସାଦ
୨୦୦୩ନାରୀ ଆଖିରେ ନିଆଁ
୨୦୦୩ଏଇଠି ସ୍ୱର୍ଗ ଏଇଠି ନର୍କ
୨୦୦୩ମା ମଙ୍ଗଳା
୨୦୦୩ବିଧାତା (୨୦୦୩ର ଚଳଚ୍ଚିତ୍ର)ରଙ୍ଗା
୨୦୦୨ପୁଅ ମୋର ଜଗତ ଜିତାଇନସ୍‌ପେକ୍ଟର ଦୁଶାସନ ସ୍ୱାଇଁ
୧୯୯୯ପ୍ରେମ ବନ୍ଧନଦିଲୀପ ବଳିଆରସିଂହ
୧୯୯୯ଧର୍ମ ନିକିତିବିଲ୍ଲା
୧୯୯୯ମା’ ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ମହାଜନ
୧୯୯୮ସ‌ହର ଜଳୁଚି
୧୯୯୮ଗଙ୍ଗଶିଉଳୀ
୧୯୯୬ନୀଳ ମାଷ୍ଟରାଣୀ
୧୯୯୫ରକତ କହିବ କିଏ କାହାରମାଇକେଲ
୧୯୯୫ମୋ ମନ ଖାଲି ତୋରି ପାଇଁଲାଖୁଆ
  1. "Being 'evil' in films brings out the 'good' in an actor: Minaketan". Odisha News 360. 12 August 2016. Archived from the original on 18 August 2016. Retrieved 22 August 2016.
  2. "ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Archived from the original on 17 December 2017. Retrieved 26 October 2017.
  3. "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର". ପ୍ରମେୟ ୨୦/୧୨/୨୦୧୭ ପୃଷ୍ଠା ୫. Archived from the original on 22 December 2017. Retrieved 20 December 2017.
  4. http://odishatv.in/odisha/body-slider/minaketan-who-won-hearts-lost-battle-against-cancer-225058/

ଅଧିକ ତ‌ଥ୍ୟ

[ସମ୍ପାଦନା]