ମିଷ୍ଟିର ଦୁଷ୍ଟାମୀ
ଦେଖଣା
| ମିଷ୍ଟିର ଦୁଷ୍ଟାମୀ | |
|---|---|
| ନିର୍ଦ୍ଦେଶକ | ମହେଶ ହାଜ୍ରା |
| ପ୍ରଯୋଜକ | ସୀତାରାମ ଅଗ୍ରୱାଲ ନମିତା ଅଗ୍ରୱାଲ |
| କାହାଣୀ | ମହେଶ ହାଜ୍ରା |
| କଳାକାର | ଅନନ୍ୟା ଦାଶ ଋଷିକ ମିଶ୍ର ତନ୍ମୟ କୁମାର |
| ସଙ୍ଗୀତ | ସାର୍ଥକ ଅଗ୍ରୱାଲ |
| ଚିତ୍ରଗ୍ରହଣ | ଶୁଭମ |
| ସମ୍ପାଦକ | ଦୀପକ ସାହୁ |
ମୁକ୍ତିଲାଭ ତାରିଖ | ୨୪ ମଇ ୨୦୨୬ |
| ଦେଶ | |
| ଭାଷା | ଓଡ଼ିଆ |
ମିଷ୍ଟିର ଦୁଷ୍ଟାମୀ ୨୦୨୬ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ମହେଶ ହାଜ୍ରା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ସାର୍ଥକ ଅଗ୍ରୱାଲ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଅନନ୍ୟା ଦାଶ, ଋଷିକ ମିଶ୍ର, ତନ୍ମୟ କୁମାର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୪ ମଇ ୨୦୨୬ରେ ଏହି କଥାଚିତ୍ରଟି ସିଦ୍ଧାର୍ଥ ଟିଭିରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ଅନନ୍ୟା ଦାଶ
- ଋଷିକ ମିଶ୍ର
- ତନ୍ମୟ କୁମାର
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସାର୍ଥକ ଅଗ୍ରୱାଲ ।[୧] ଗୀତିକାର ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ଅର୍ପିତା ଚୌଧୁରୀ, ସ୍ୱରୂପ ଗୌତମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
[ସମ୍ପାଦନା]| କ୍ରମ | ଗୀତ | କବି | ଗାୟକ | ସମୟ |
|---|---|---|---|---|
| 1. | "ମିଷ୍ଟିର ଦୁଷ୍ଟାମୀ" | ଅରୁଣ ମନ୍ତ୍ରୀ | ସ୍ୱୟମ ପାଢ଼ୀ, ଅର୍ପିତା ଚୌଧୁରୀ | ୦୪:୨୩ |
| 2. | "ଲଗେଇଲେ ଠୁମ୍କା" | ଅରୁଣ ମନ୍ତ୍ରୀ | ସ୍ୱୟମ ପାଢ଼ୀ, ଅର୍ପିତା ଚୌଧୁରୀ | ୦୪:୧୧ |
| 3. | "ଜୀବନର ଗୋଟେ ଭୁଲ ପାଇଁ" | ଅରୁଣ ମନ୍ତ୍ରୀ | ସ୍ୱରୂପ ଗୌତମ | ୦୩:୩୯ |
ଆଧାର
[ସମ୍ପାଦନା]- ↑ "Spotify – Web Player". Spotify. Retrieved 2026-05-25.
- ↑ Mistira Dustami - All Songs - Download or Listen Free - JioSaavn (in ଆମେରିକୀୟ ଇଂରାଜୀ), 2026-04-29, retrieved 2026-05-25
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମିଷ୍ଟିର ଦୁଷ୍ଟାମୀ