ମିଥାଇଲନାଲଟ୍ରେକ୍ସନ
| Clinical data | |
|---|---|
| Trade names | Relistor |
| Synonyms | Naltrexone-methyl-bromide, methylnaltrexone bromide |
| AHFS/Drugs.com | monograph |
| MedlinePlus | a608052 |
| data |
|
| Pregnancy category | |
| Routes of administration | By mouth, intravenous, subcutaneous |
| Legal status | |
| Legal status |
|
| Pharmacokinetic data | |
| Protein binding | 11–15.3% |
| Metabolism | Liver |
| Elimination half-life | 8 hours |
| Excretion | Urine (50%), faeces (50%) |
| Identifiers | |
| |
| ECHA InfoCard | 100.122.861 |
| Chemical and physical data | |
| Formula | C21H26NO4 |
| Molar mass | ୩୫୬.୪୪ g·mol−1 |
| 3D model (JSmol) | |
| |
| |
| (verify) | |
ମିଥାଇଲନାଲଟ୍ରେକ୍ସନ (ଇଂରାଜୀ ଭାଷାରେ Methylnaltrexone), ରିଫିଲିଷ୍ଟର ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଓପିଓଏଡ୍ କାରଣରୁ ହେଉଥିବା କୋଷ୍ଠକାଠିନ୍ୟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଯେତେବେଳେ ଅନ୍ୟ ରେଚକ ବା ଲାକ୍ସେଟିଭ ପ୍ରଭାବଶାଳୀ ନଥାଏ; ସେତେବେଳେ ଏହା ବ୍ୟବହୃତ ହୋଇପାରେ ।[୩] ଏହା ପାଟିରେ ଦିଆଯାଏ କିମ୍ବା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ମୁଣ୍ଡ ବୁଲାଇବା,ଅଇ, ଏବଂ ଓପିଅଏଡ ପ୍ରତ୍ୟାହାର ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜଠାରାନ୍ତ୍ର ଛିଦ୍ର ହୋଇପାରେ ।[୨] ଏହା ଏକ ପ୍ରାନ୍ତୀୟ ଭାବରେ କାର୍ଯ୍ୟ କରୁଥିବା μ-ଓପିଓଏଡ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ, ଯାହାର ଅର୍ଥ ଏହା ସାଧାରଣତଃ ଅନ୍ୟ ଓପିଓଏଡ ଭଳି କେନ୍ଦ୍ରୀୟ ଯନ୍ତ୍ରଣାକୁ ପ୍ରଭାବିତ କରେ ନାହିଁ ।[୩]
୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମିଥାଇଲନାଲଟ୍ରେକ୍ସନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଜ୍ୟରେ ଇଞ୍ଜେକସନ ଦିଆଯାଉଥିବା ସୂତ୍ରର ୨୦୨୧ ସୁଦ୍ଧା ଏକ ମାତ୍ରା ପିଛା ପ୍ରାୟ ୨୧ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫୦ ଡଲାର ଅଟେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Methylnaltrexone (Relistor) Use During Pregnancy". Drugs.com. 9 July 2020. Archived from the original on 21 October 2020. Retrieved 21 September 2020.
- ↑ ୨.୦ ୨.୧ ୨.୨ ୨.୩ "Methylnaltrexone Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 17 November 2021.
- ↑ ୩.୦ ୩.୧ ୩.୨ ୩.୩ BNF 81: March-September 2021. BMJ Group and the Pharmaceutical Press. 2021. p. 70. ISBN 978-0857114105.
- ↑ "Relistor Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 4 March 2016. Retrieved 17 November 2021.