ମା (୧୯୫୯ର କଥାଚିତ୍ର)

ଉଇକିପିଡ଼ିଆ‌ରୁ
ମା
ନିର୍ଦ୍ଦେଶକନିତାଇ ପାଲିତ
ପ୍ରଯୋଜକଗୌର ଘୋଷ, ପାର୍ବତୀ ଘୋଷ
କଳାକାରଚନ୍ଦନା, ଗୌର ଘୋଷ, ଲକ୍ଷ୍ମୀପ୍ରିୟା ମହାପାତ୍ର, କେଳୁଚରଣ ମହାପାତ୍ର
ସଙ୍ଗୀତଭୁବନେଶ୍ୱର ମିଶ୍ର
ମୁକ୍ତିଲାଭ ତାରିଖ
୧୯୫୮
ଦେଶଭାରତ
ଭାଷାଓଡ଼ିଆ

ମା ୧୯୫୮ ମସିହାରେ ମୁକ୍ତିଲାଭ କରିଥିବା ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏକ ଓଡ଼ିଆ କଥାଚିତ୍ର । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର

ଗୀତ ଗୁଡିକର ସାରଣୀ

ଗୀତ ଗୀତିକାର ଗାୟକ / ଗାୟିକା
୧) ଆରେ ନାଉରୀ ଭାଇ ନରସିଂହ ମହାପାତ୍ର ଅକ୍ଷୟ ମହାନ୍ତିଇଲା ଚକ୍ରବର୍ତ୍ତୀ
୨) ନୂଆ ନାଗର ହରବର କରନା କାଳୀଚରଣ ପଟ୍ଟନାୟକ ଅକ୍ଷୟ ମହାନ୍ତିଇଲା ଚକ୍ରବର୍ତ୍ତୀ
୩) ଯେତେ ଆଖି ଥିଲା ବାବୁ ଶୁଣ ଶୁଣ ନରସିଂହ ମହାପାତ୍ର ଅକ୍ଷୟ ମହାନ୍ତି
୪) ଧୀରେ ଧୀରେ ଚଳେ ରାଈ କାଳୀଚରଣ ପଟ୍ଟନାୟକ ଅକ୍ଷୟ ମହାନ୍ତି
୫) ଗୋରୀ ଗୋରୀ ଗୋରୀ ଅକ୍ଷୟ ମହାନ୍ତି ଅକ୍ଷୟ ମହାନ୍ତି
୬) ମୁଁ ଯେ ଭାସେ ସପନେ ଗୁରୁକୃଷ୍ଣ ଗୋସ୍ୱାମୀ ଇଲା ଚକ୍ରବର୍ତ୍ତୀ
୭) ବେଦନା ସାଗର ତୀରେ ଗୁରୁକୃଷ୍ଣ ଗୋସ୍ୱାମୀ ପ୍ରଣବ ପଟ୍ଟନାୟକ
୮) ଝୁମ୍ ଝୁମ୍ ଝୁମ୍ ଝୁମ୍ ବାଜେରେ ନରସିଂହ ମହାପାତ୍ର ଇଲା ଚକ୍ରବର୍ତ୍ତୀ

ଅଭିନୟରେ[ସମ୍ପାଦନା]

ଓଡ଼ିଆକଥାଚିତ୍ର ‘ମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. ନଜର୍, ନିତିଦିନ: ସୁବର୍ଣ୍ଣ ସ୍ମୃତି (୧୨) Archived 2021-01-17 at the Wayback Machine., accessdate: May 19, 2016

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ମା