ଇଂରାଜୀ ବଜାର
ଦେଖଣା
(ମାଲଦାରୁ ଲେଉଟି ଆସିଛି)
Malda
মালদা English Bazar | |
|---|---|
City / Urban Agglomeration | |
The historical entry gate to Gaur | |
| Nickname: Mango City | |
| ଦେଶ | |
| ରାଜ୍ୟ | West Bengal |
| ଜିଲ୍ଲା | Malda |
| Elevation | 17 m (56 ft) |
| Population (2011)[୧] | |
| • City / Urban Agglomeration | ୨,୧୬,୦୮୩ |
| • Metro | ୩,୨୪,୨୩୭ |
| ଭାଷା | |
| • ସରକାରୀ | Bengali, English |
| Time zone | UTC+5:30 (IST) |
| PIN | 73210x |
| ଟେଲିଫୋନ କୋଡ଼ | 91-3512-2xxxxx |
| ଯାନବାହାନ ପଞ୍ଚୀକରଣ | WB-65/WB-66 |
| Lok Sabha constituency | Maldaha Dakshin |
| Vidhan Sabha constituency | English Bazar |
| Website | www |
| 1The coordinates given here are metric and based upon the Microsoft Encarta Reference Library Map Center 2005 2 | |
ଇଂରାଜୀ ବଜାର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହାକୁ ମାଲଦା ବି କୁହାଯାଏ । 'ଆମ୍ବ ସହର' ଭାବେ ଏହା ଜଣାଶୁଣା । ମାଲଦା, ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଅବସ୍ଥିତ ।
ଭୋଗୋଳିକ ଅବସ୍ଥିତି
[ସମ୍ପାଦନା]ମାଲଦାର ଅବସ୍ଥିତି 25°00′N 88°09′E / 25.00°N 88.15°Eରେ ଅଟେ ।[୩] ସମୁଦ୍ର ପତନଠାରୁ ଏହାର ଉଚ୍ଚତା ପ୍ରାୟତଃ ୧୭ ମିଟର (୫୬ ଫୁଟ) ଅଟେ । ମହାନନ୍ଦ ନଦୀର ପଶ୍ଚିମ ପାର୍ଶ୍ୱରେ ଏହି ସହରଟିସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଇଂରାଜୀ ବଜାର ସହରର ମୋଟ ଜନସଂଖ୍ୟା ୧୬୧୪୪୮ ଅଟେ ।[୪] ସେଥି ମଧ୍ୟରୁ ୫୧.୩୭% ଜଣ ପରୁଷ ହୋଇଥିବା ବେଳେ ୪୮.୬୩% ଜଣ ନାରୀ ଅଟନ୍ତି । ଇଂରାଜୀ ବଜାରର ସାକ୍ଷରତା ହାର ୭୪.୫୮% ଅଟେ । ଏହା ଜାତୀୟ ହାରଠାରୁ ୯.୭୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୨୧% ପ୍ରତିଶତ ପୁରୁଷ ଓ ୩୪.୩୭% ନାରୀ ଅଟନ୍ତି । ୧୦.୨୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
[ସମ୍ପାଦନା]ବଙ୍ଗାଳୀ ଇଂରାଜୀ ବଜାରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Provisional Population Totals, Census of India 2011; Cities having population 1 lakh and above" (pdf). Office of the Registrar General & Census Commissioner, India. Retrieved 27 March 2012.
- ↑ http://censusindia.gov.in/2011-prov-results/paper2/data_files/India2/Table_2_PR_Cities_1Lakh_and_Above.pdf
- ↑ "Maps, Weather, and Airports for Ingraj Bazar, India". fallingrain.com.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.