Jump to content

ମାନସୀ ନାଏକ

ଉଇକିପିଡ଼ିଆ‌ରୁ
ମାନସୀ ନାଏକ
୨୦୨୩ ମସିହାରେ ମାନସୀ ନାଏକ
ଜନ୍ମ (1987-02-03) ୩ ଫେବୃଆରୀ ୧୯୮୭ (ବୟସ ୩୯)[]
ବୃତ୍ତିସମୂହ
  • ଅଭିନେତ୍ରୀ
  • ନୃତ୍ୟଶିଳ୍ପୀ
ସକ୍ରିୟ ବର୍ଷ୨୦୦୭–ଏବେଯାଏଁ

ମାନସୀ ନାଏକ ଜଣେ ଭାରତୀୟ ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ । ସେ ମୁଖ୍ୟତଃ ମରାଠୀ କଥାଚିତ୍ର ଜଗତରେ କାମ କରନ୍ତି । ୨୦୦୭ ମସିହାରେ, ଜବରଦସ୍ତ ଜରିଆରେ ସେ ମରାଠୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଜୀ ଲୋ ଅପ୍‌ନି ଫିଲ୍ମି ଖ୍ୱାଇସେଁରେ ୩୩ଟି ଚରିତ୍ରରେ ଅଭିନୟ କରିଥିଲେ ।[]

ଜୀବନୀ ଓ ପେଷା

[ସମ୍ପାଦନା]

ମାନସୀ ୧୯୮୭ ମସିହାର ଫେବୃଆରୀ ୩ ତାରିଖରେ ମହାରାଷ୍ଟ୍ରପୁଣେଠାରେ ଜନ୍ମଗ୍ରହଣ କରିଥିଲେ । ସେ ପୁଣେସ୍ଥିତ ଫେରଗୁସନ୍ କଲେଜରେ ପଢ଼ୁଥିଲେ ଏବଂ ପରବର୍ତ୍ତୀ ସମୟରେ, ଅଭିନୟ ଜଗତରେ କାମ କରିବା ପାଇଁ ମୁମ୍ବାଇ ଚାଲିଯାଇଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୦୭ ଜବରଦସ୍ତ ନୂପୁର
୨୦୦୯ ଟୁକ୍ୟା ଟୁକବିଳା ନାଗ୍ୟ ନାଚବିଳା ନାଗ୍ୟ ପ୍ରେମିକା
୨୦୧୦ ଟାର୍ଗେଟ୍ ନୃତ୍ୟ
୨୦୧୧ ଫକଟା ଲଢ ମହାନା
୨୦୧୨ କୁଟୁମ୍ବ ସାଇରା
ତିନ୍ ବାୟକା ଫଜିତି ଆଇକା - ନୃତ୍ୟ []
୨୦୧୩ କୋକାନାସ୍ତା ଜେନି
୨୦୧୪ କ୍ୟାପାଚିନୋ ଆଲିଫିଆ
ହୁ ତୁ ତୁ ପ୍ରିୟା
ଏକତା ଏକ୍ ପାୱାର୍ - ନୃତ୍ୟ
୨୦୧୫ ମର୍ଡ଼ର୍ ମେସ୍ତ୍ରୀ ହେମଲତା ମେସ୍ତ୍ରୀ
କ୍ୟାରି ଓନ୍ ଦେଶପାଣ୍ଡେ ମଲ୍ଲିକା
ଢୋଲକି ଲାଲର ପ୍ରେମିକା []
ଦି ଶ୍ୟାଡୋ ରମୟା
୨୦୧୬ ମୋହର ଲାବଣୀ ନର୍ତ୍ତକୀ କ୍ୟାମିଓ
ପୋଲିସ୍ ଲାଇନ୍ ଏକ୍ ପୁର୍ଣ୍ଣ ସତ୍ୟ - ନୃତ୍ୟ []
ଜଲସା - []
୨୦୧୭ ଭବିଷ୍ୟଚି ଐସି ତୈସି ମେଘା []
ବାଜରା ଲାବଣୀ ନର୍ତ୍ତକୀ
୨୦୧୯ ସ୍ମାଇଲ୍ ପ୍ଲିଜ୍ - ନୃତ୍ୟ []
ଜୱାନି ଜିନ୍ଦାବାଦ
୨୦୨୦ ତ୍ରିଭଙ୍ଗ
୨୦୨୨ ତୁ ଫଟକା ହୋ ମହାନ -
ଏକ୍‌ଦମ୍ କଡ଼କ୍

ଟେଲିଭିଜନ

[ସମ୍ପାଦନା]
ବର୍ଷ କାର୍ଯ୍ୟକ୍ରମ/ଧାରାବାହିକ ଭୂମିକା ମନ୍ତବ୍ୟ ଆଧାର
୨୦୦୬-୨୦୦୮ ଚାର୍ ଦିବସ ସାସୁଚେ ପ୍ରିୟଙ୍କା ଟେଲିଭିଜନରେ କାମ ଆରମ୍ଭ []
୨୦୧୪ ଚାଲା ହାୱା ୟେଉ ଡ୍ୟା ପ୍ରଦର୍ଶନକାରୀ କିଛି ଅଧ୍ୟାୟ ପାଇଁ
  1. "'बघतोय रिक्षावाला' फेम मानसी नाईकचा वाढदिवस; पाहा खास फोटो". marathi.abplive.com (in ମରାଠୀ). 3 February 2022. Retrieved 21 June 2022.
  2. "Manasi Naik to portray 33 iconic characters in her debut Bollywood film 'Jee Lo Apni Filmy Khwaishen'". The Times of India. 17 April 2020.
  3. "Manasi Naik ties the knot with Pardeep Kharera". The Times of India. Retrieved 3 February 2021.
  4. "Dholki Movie Review {2.5/5}: Critic Review of Dholki by Times of India", The Times of India, retrieved 15 June 2022
  5. Akhha Cinema Pahun Ghe - Police Line | Bharati Madhavi & Pravin Kunwar (in ଇଂରାଜୀ), 6 January 2016, retrieved 15 June 2022
  6. Bai Wadyavar Ya | Jalsa | Manasi Naik, Ashutosh S Raaj & Nikhil Wairagar (in ଇଂରାଜୀ), 2 August 2016, retrieved 15 June 2022
  7. "'Bhavishayachi Aishi Taishi' Marathi Movie Releasing on 06 October 2017" (in ଆମେରିକୀୟ ଇଂରାଜୀ). 27 July 2017.
  8. "'Smile Please' Anthem: Urmila Matondkar, Sagarika Ghatge, Mahesh Manjrekar Join Vikram Phadnis In 'Chal Pudhe' | SpotboyE" (in ଇଂରାଜୀ).
  9. "Trending stories on Indian Lifestyle, Culture, Relationships, Food, Travel, Entertainment, News and New Technology News". The Times of India.

ବାହାର ଲିଙ୍କ୍

[ସମ୍ପାଦନା]
  • ଇଣ୍ଟରନେଟ ମୁଭି ଡାଟାବେସରେ Manasi Naik