ମାଧେପୁରା
Appearance
Madhepura
मधेपुरा | |
---|---|
Town | |
ଦେଶ | India |
ରାଜ୍ୟ | Bihar |
ଜିଲ୍ଲା | Madhepura |
Population (2001) | |
• Total | ୪୫,୦୧୫ |
ଭାଷା | |
• ସରକାରୀ | Maithili, Hindi |
Time zone | UTC+5:30 (IST) |
PIN | |
ଯାନବାହାନ ପଞ୍ଚୀକରଣ | BR-43 |
Lok Sabha constituency | Madhepura |
Vidhan Sabha constituency | Madhepura |
Website | madhepura |
ମାଧେପୁରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ବିହାରର ମଧେପୁର ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଧେପୁରା ସହରର ମୋଟ ଜନସଂଖ୍ୟା ୪୫୦୧୫ ଅଟେ ।[୧] ସେଥି ମଧ୍ୟରୁ ୫୫.୧୨% ଜଣ ପରୁଷ ହୋଇଥିବା ବେଳେ ୪୪.୮୮% ଜଣ ନାରୀ ଅଟନ୍ତି । ମାଧେପୁରାର ସାକ୍ଷରତା ହାର ୬୧.୯୦% ଅଟେ । ଏହା ଜାତୀୟ ହାରଠାରୁ ୨.୯୪% ପ୍ରତିଶତ କମ ଅଟେ । ସେଥିରୁ ୩୯.୦୨% ପ୍ରତିଶତ ପୁରୁଷ ଓ ୨୨.୮୮% ନାରୀ ଅଟନ୍ତି । ୧୫.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା
[ସମ୍ପାଦନା]ହିନ୍ଦୀ ମାଧେପୁରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.