ମାଧବ ଥିଏଟର୍
ଦେଖଣା
(ମାଧବ ହଲ୍ରୁ ଲେଉଟି ଆସିଛି)
| ମାଧବ ଥିଏଟର୍ | |
|---|---|
| ମାଧବ ହଲ୍ ମାଧବ ସିନେମା ହଲ୍ | |
| General information | |
| ଠିକଣା | ରାନ୍ଦିଆ, ଭଦ୍ରକ |
| ସହର | ଭଦ୍ରକ, ଓଡ଼ିଶା |
| ଦେଶ | ଭାରତ |
ମାଧବ ଥିଏଟର୍ ଓଡ଼ିଶାରେ ଥିବା ଏକ ସିନେମା ହଲ୍, ଯାହାକି ଭଦ୍ରକ ଜିଲ୍ଲାର ଏକମାତ୍ର ସକ୍ରିୟ ଥିବା ପ୍ରେକ୍ଷାଳୟ ଅଟେ ।[୧]
ଇତିହାସ ଓ ବର୍ତ୍ତମାନର ସ୍ଥିତି
[ସମ୍ପାଦନା]ଏହି ସିନେମା ହଲ୍ଟି ଭଦ୍ରକ ସଦର ମହକୁମା ଠାରୁ ୪ କିଲୋମିଟର ଦୂର ରାନ୍ଦିଆ ଠାରେ ଅବସ୍ଥିତ । ଏହି ସିନେମା ହଲ୍ରେ ମୁଖ୍ୟତଃ ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ନିୟମିତ ଭାବରେ ମୁକ୍ତିଲାଭ କରୁଛି ।
ଆଧାର
[ସମ୍ପାଦନା]- ↑ "ଶୁଭମୁକ୍ତି କଲା ମୁଣ୍ଡପୋତା କେଳାଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର 'ଅପରାହ୍ନର ସୂର୍ଯ୍ୟ'". www.prameyanews7.com. Retrieved 2025-04-07.