ମାଧପୁର ଗ୍ରାମ

ଉଇକିପିଡ଼ିଆ‌ରୁ


ମାଧପୁର[[୧]] ହେଉଛି ବାରିପଦା ତ‌ହସିଲ୍ ଅନ୍ତର୍ଗ‌ତ ଏକ ଛୋଟ ଗ୍ରାମ । ଏହା ଓଡ଼ିଶା ରାଜ୍ୟ‌ରେ ଅବସ୍ଥିତ ।

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମାଧପୁର
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାରିପଦା
ଭାଷାଓଡ଼ିଆ
Time zoneIST (+୫.୩୦)
ଡାକ କୋଡ଼
୭୫୭୦୨୪[୧]

ମାଧପୁର, ଓଡ଼ିଶାର ମ‌ୟୁରଭଞ୍ଜ ଜିଲ୍ଲା[[୨]] ବଡ଼ସାହି ବ୍ଲକ ଅନ୍ତର୍ଗତ ଏକ ଗ୍ରାମ [[୩]] । ଏହି ଗାଆଁଟି ବାରିପଦା [[୪]] ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଏହି ଗ୍ରାମର ଅନତିଦୂରରେ ପ୍ରସିଦ୍ଧ ବୁଢାବଳଙ୍ଗ ନ‌ଦୀ [[୫]] ପ୍ରବାହିତ ।

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ବାରିପଦା[[୬]]ଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା[ସମ୍ପାଦନା]

ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ଭାଗବତ ଗୋସାଇଁ ଅଛନ୍ତି । ଏଠାରେ ପ୍ରତିବର୍ଷ [[୭]] ଅନୁଷ୍ଠିତ ହୋଇଥାଏ । ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି, [[୮]] ଅନୁଷ୍ଠିତ ହୋଇଥାଏ ।

ଆଧାର[ସମ୍ପାଦନା]

[[୯]]

ଆଧାର[ସମ୍ପାଦନା]

୧। https://commons.wikimedia.org/wiki/Category:Madhapur_Village,_Mayurbhanj,_Odisha ୨। https://commons.wikimedia.org/wiki/Category:Harihata_Mohatsav ୩। https://www.wikidata.org/wiki/Q49401766