ମାଛ ମହୁର

ଉଇକିପିଡ଼ିଆ ରୁ
Jump to navigation Jump to search

ଅଳପ ମାଛରେ ପରିବା ପକାଇ ମାଛ ମହୁର ତିଆରି ହୁଏ । ଏହି ତୁଣ ଠାକୁରାଣୀମାନଙ୍କ ପାଖରେ ଭୋଗ ମଧ୍ୟ ଲାଗେ । ସବୁ ପ୍ରକାରର ମାଛରେ ମହୁର ତିଆରି କରି ହେବ । ହେଲେ, ଚିଙ୍ଗୁଡି, ଛୋଟ ମାଛ ଓ ଲୁଣି ମାଛରେ ମହୁର ବିଶେଷତଃ ତିଆରି କରାଯାଏ ।

ରେଫରେନ୍ସ - ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡ଼ିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।