ମାଁ ପୀତାମ୍ବର ମନ୍ଦିର
ଦେଖଣା
| ମାଁ ପୀତାମ୍ବର ( ବଗଳାମୁଖୀ ମନ୍ଦିର ) ଅମଲେଶ୍ୱର | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | ଦୁର୍ଗ |
| Location | |
| ସ୍ଥାନ | Amleshwar |
| State | ଛତିଶଗଦ |
| Country | ଭାରତ |
| Website | |
| www.facebook.com/maapitambarakripa | |
ମାଁ ପୀତାମ୍ବର ମନ୍ଦିର , ଭାରତୀୟ ରାଜ୍ୟ ଛତିଶଗଦର ଦକ୍ଷିଣ ରାୟପୁର ନିକଟରେ ଅମଲେଶ୍ୱର ସହର[୧]ଠାରେ ମହାବିଦ୍ୟା ଦେବୀ ବଗଳାମୁଖୀଙ୍କ ମନ୍ଦିର ରହିଛି । ଏହା ରାୟପୁର ସହରର ବିମାନ ବନ୍ଦରଠାରୁ ୧୫ କିଲୋମିଟର ଓ ଦୁର୍ଗ ସହରଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ । ଏହି ମନ୍ଦିର ପରମାପୂଜ୍ୟ ଶ୍ରୀ ପିଥଧୀଶ୍ୱର ଯୋଗୀରାଜ ଯୁଧିଷ୍ଠିର ଜୀ ମହାରାଜଙ୍କଦ୍ୱାରା ସ୍ଥାପିତ ହେଇଥିଲା । ରାୟପୁର ରେଳ ଷ୍ଟେସନଠାରୁ ଏହାର ଦୂରତା ମାତ୍ର ୫ କିଲୋମିଟର ।
ଗ୍ୟାଲେରି
[ସମ୍ପାଦନା]
-
ମାଁ ପୀତାମ୍ବର ( ବଗଳାମୁଖୀ ମନ୍ଦିର ) ଅମଲେଶ୍ୱର
-
ବ୍ରାହମଳିନ ପୀତାମ୍ବରୀ ଯୋଗୀରାଜ ପିଠାଧୀଶ୍ୱର ମହାରାଜ ଜୀ
-
ଭୈରବ
-
ଶିବ ଶକ୍ତି
ପୁନଶ୍ଚ ଦେଖଣା
[ସମ୍ପାଦନା]- List of Hindu temples in India
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2017-02-23. Retrieved 2017-01-11.
{{cite web}}: Cite has empty unknown parameter:|1=(help)