ମହିମା (ଗାଁ)

ଉଇକିପିଡ଼ିଆ ରୁ
Jump to navigation Jump to search
ମହିମା
ଗାଁ
ମହିମା is located in ଓଡ଼ିଶା
ମହିମା
ମହିମା
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 19°54′N 83°10′E / 19.90°N 83.17°E / 19.90; 83.17Coordinates: 19°54′N 83°10′E / 19.90°N 83.17°E / 19.90; 83.17
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଳାହାଣ୍ଡି ଜିଲ୍ଲା
ପଞ୍ଚାୟତ ସମିତିକୋକସରା
ଗ୍ରାମ ପଞ୍ଚାୟତମହିମା
ତହସିଲକୋକସରା
IST (+୫.୩୦)
ପିନ କୋଡ଼୭୬୬୦୧୯
Area code(s)୦୬୬୭୨[୧]
ଗାଡ଼ି ପଞ୍ଜିକରଣOD-08

ମହିମା, ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି କଳାହାଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ଭବାନିପାଟଣା ଠାରୁ ୬୫ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା[ସମ୍ପାଦନା]

ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର[ସମ୍ପାଦନା]