ମଲବତ ପୂର୍ଣା

ଉଇକିପିଡ଼ିଆ‌ରୁ
(ମଳବତ ପୂର୍ଣାରୁ ଲେଉଟି ଆସିଛି)
Poorna Malavath,
Poorna Malavath, 2014
ମଲବତ ପୂର୍ଣା
ଜନ୍ମ
Pakala village, Sirkonda Mandal, Nizamabad, Telangana, India
ଜାତୀୟତାIndia
ଶିକ୍ଷା9th class completed, Telangana Social Welfare Residential School Mountaineering Institute in Darjeeling
ପ୍ରସିଦ୍ଧିYoungest girl in the world to scale highest Everest peak on 25th of May 2014, Sunday at 6 am.
ପିତାମାତା(s)Devidas,lakshmi

ମଲବତ ପୂର୍ଣା (ଜନ୍ମ ୧୦ ଜୁନ ୨୦୦୦) ଜଣେ ଭାରତୀୟ ପର୍ବତାରୋହୀ । ସେ ତେଳେଙ୍ଗାନାର ପାକଳା ଗାଁରେ ଜନ୍ମଗ୍ରହଣ କରିଥିଲେ । ୨୫ ମଇ ୨୦୧୪ରେ ପୂର୍ଣା ମାତ୍ର ୧୩ବର୍ଷ ୧୧ ମାସ ବୟସରେ  ଏଭରେଷ୍ଟ ଶୃଙ୍ଗର ସବୁଠାରୁ ଉଚ୍ଚତମ ଶୃଙ୍ଗ ଚଢ଼ିଥିଲେ । ଜୋରଡାନ ରୋମେରୋ ଏଭରେଷ୍ଟ ଚଢ଼ିଥିବା ସବୁଠୁ କନିଷ୍ଠତମ ପର୍ବତାରୋହୀ, ସେ ୧୩ ବର୍ଷ ୧୦ ମାସ ବୟସରେ ଏଭରେଷ୍ଟ ଶୃଙ୍ଗ ଚଢ଼ିଥିଲେ ।  [୧] ପୂର୍ଣାଙ୍କ ସାଙ୍ଗେ ଖମ୍ମମର ଆନନ୍ଦ କୁମାର ମଧ୍ୟ ଏଭରେଷ୍ଟ ସୃଙ୍ଗ ଚଢ଼ିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପୂର୍ଣା ନିଜାମାବାଦ ଜିଲ୍ଲାର ପାକଳା ଗ୍ରାମରେ ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିରା ଦେବୀଦାସ ଓ ମାଆ ଲକ୍ଷ୍ମୀ ଚାଷି । ସେ  ନିଜ ଶିକ୍ଷା ପାଇଁ Telangana Social Welfare Residential Educational Institutions Societyରେ ଯୋଗ ଦେଇଥିଲେ । ପୂର୍ଣାଙ୍କ ପର୍ବତ ଚଢ଼ିବା ଗୁଣକୁ ଡଃ ପ୍ରବୀନ କୁମାର ଦେଖିଥିଲେ ଓ ତେଳେଙ୍ଗାନା ସରକାର ତାଙ୍କୁ ଏଭରେଷ୍ଟ ସୃଙ୍ଗ ଚଢିବା ପାଇଁ ଚୟନ କରିଥିଲା ।ଏଭରେଷ୍ଟ ଚଢ଼ିବା ପ୍ରସ୍ତୁତିରେ ପୂର୍ଣା ଲଦାଖ ଓ ଦାର୍ଜିଲିଂର କିଛି ପର୍ବତ ଚଡ଼ିଥିଲେ । 

ଆଧାର[ସମ୍ପାଦନା]

  1. Malavath -becomes-youngest-woman-to-scale-everest/ "13-year-old Malavath Purna becomes youngest woman to scale Everest". The Indian Express. Retrieved 12 March 2016. {{cite web}}: Check |url= value (help)[permanent dead link]