Jump to content

ମରିମୁତୁ ଯୋଗନାଥନ

ଉଇକିପିଡ଼ିଆ‌ରୁ
ମରିମୁତୁ ଯୋଗନାଥନ
ଜନ୍ମ୧୯୬୯
ଚାକିରିକ୍ଷେତ୍ରତାମିନାଡ଼ୁ ରାଜ୍ୟ ପରିବହନ ନିଗମ କୋଏମ୍ବଟୁର ବସ୍ କଣ୍ଡକ୍ଟର
ଆନ୍ଦୋଳନବୃକ୍ଷ ରୋପଣ
ୱେବସାଇଟhttp://www.yogutrees.com

ମରିମୁତୁ ଯୋଗନାଥନ (ଜଣେ: ୧୯୬୯) ଜଣେ ଭାରତୀ ପରିବେଶବିତ୍ ଓ ପରିବେଶ କାର୍ଯ୍ୟକର୍ତ୍ତା । ସେ ଦି ଟ୍ରି ମ୍ୟାନ୍ ଜଣାଶୁଣା । ଗତ ୨୮ ବର୍ଷ ମଧ୍ୟରେ, ସେ ୧ ଲକ୍ଷ ୨୦ ହଜାରରୁ ଅଧିକ ବୃକ୍ଷରୋପଣ କରିଛନ୍ତି । ସେ ତାମିଲନାଡ଼ୁ ରାଜ୍ୟ ପରିବହନ ନିଗମ କୋଏମ୍ବାଟୁର ବସ୍ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଛନ୍ତି ।

ଜୀବନୀ

[ସମ୍ପାଦନା]

ଛୋଟ ବେଳୁ, ସେ କୋଟଗିରି ଜଙ୍ଗଲରେ ଗଛ ମୂଳେ ବସି କବିତା ଲେଖୁଥିଲେ । ଗଛ କାଟିବା ପାଇଁ ସେ କାଠ ମାଫିଆଙ୍କ ସହ ଲଢ଼େଇ କରିଥିଲେ ।

ସେ ତାମିଲନାଡ଼ୁ ସରକାରଙ୍କ ସହ ଏସ୍-୨୬ରେ ବସ୍ କଣ୍ଡକ୍ଟର ଭାବେ କାମ କରନ୍ତି, ଯାହା କୋଏମ୍ବାଟୁରର ମାରୁଦାମଲାଇ-ଗାନ୍ଧୀପୁରମ୍ ମାର୍ଗରେ ଚାଲିଥାଏ । ଗଛ କାଟିବାର ବିପଦ ସୃଷ୍ଟି କରିବାରେ ସେ ସ୍କୁଲ ପିଲା ଓ କଲେଜ ଛାତ୍ରଛାତ୍ରୀଙ୍କ ସହ କାମ କରନ୍ତି ।[] ସେ ଟ୍ରି ଟ୍ରଷ୍ଟର ଜଣେ ସଦସ୍ୟ ଅଟନ୍ତି ।[]

ସେ ତାଙ୍କ ମାସିକ ଦରମାର ୪୦% ଚାରା କିଣିବା ଓ ପିଲାଙ୍କୁ ପାଠ ପଢ଼ାଇବାରେ ଖର୍ଚ୍ଚ କରନ୍ତି । ସେ ତାମିଲନାଡୁ ରାଜ୍ୟରେ ବୁଲି ୪,୨୦,୦୦୦ ବୃକ୍ଷ ଚାରା ରୋପଣ କରିଥିଲେ ।

  • ଭାରତର ଉପରାଷ୍ଟ୍ରପତିଙ୍କଦ୍ୱାରା ଇକୋ ୱାରିଅର୍ ପୁରସ୍କାର[]
  • ତାମିନାଡ଼ୁ ସରକାରଙ୍କଦ୍ୱାରା ସୁତ୍ତ୍ରୁ ସୁଜାଲ ସେବାଇ ବୀରାର୍ ପୁରସ୍କାର[]
  • ସିଏନ୍ଏନ୍-ଆଇବିଏନ୍‌ର ରିଏଲ୍ ହିର ପୁରସ୍କାର
  1. "Deep-rooted love - The Hindu". The Hindu.
  2. "Eco-volunteers on a mission to make Coimbatore trees 'nail-free' | Coimbatore News - Times of India". The Times of India.
  3. "Tamil Nadu bus conductor who planted 3 lakh saplings in 30 years wins praise". Hindustan Times.
  4. "award". Tamil Nadu Government Portal. Retrieved 2012-10-07.

ବାହାର ଲିଙ୍କ୍

[ସମ୍ପାଦନା]