Jump to content

ମରାଠୀ ଉଇକିପିଡ଼ିଆ‌

ଉଇକିପିଡ଼ିଆ‌ରୁ
Favicon of Wikipedia ମରାଠୀ ଉଇକିପିଡ଼ିଆ‌
Wikipedia-logo-v2-mr.svg
Screenshot
Marathi Wikipedia homepage.jpg
Screenshot of the Marathi Wikipedia home page
ୟୁ.ଆର.ଏଲmr.wikipedia.org
ବ୍ୟବସାୟିକNo
ସାଇଟର ପ୍ରକାରInternet encyclopedia project
ରେଜେଷ୍ଟ୍ରିକରଣOptional, but required for certain tasks including
  •  editing of protected pages
  •  non-talk page creation (autoconfirmed for articles) 
  •  page moving (autoconfirmed) 
ମିଳୁଥିବା ଭାଷାMarathi
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution/
Share-Alike
4.0
(most text also dual-licensed under GFDL)
Media licensing varies
ମାଲିକWikimedia Foundation

ମରାଠୀ ଉଇକିପିଡ଼ିଆ‌ (ମରାଠୀ: मराठी विकिपीडिया) ହେଉଛି ଉଇକିପିଡ଼ିଆର ମରାଠୀ ଭାଷା ସଂସ୍କରଣ, ଯାହା ଏକ ମୁକ୍ତ ଏବଂ ସାଧାରଣ ଲୋକଙ୍କ ଦ୍ୱାରା ସମ୍ପାଦନାଯୋଗ୍ୟ ଅନଲାଇନ୍ ଜ୍ଞାନକୋଷ। ଏହା ୧ ମଇ ୨୦୦୩ ତାରିଖରେ ଆରମ୍ଭ ହୋଇଥିଲା। ବିଭିନ୍ନ ଗୁଣମାନ ସୂଚକାଙ୍କ (quality matrices) ଅନୁସାରେ, ଏହି ପ୍ରକଳ୍ପ ଦକ୍ଷିଣ ଏସିଆର ଅନ୍ୟାନ୍ୟ ଭାଷାର ଉଇକିପିଡ଼ିଆମାନଙ୍କ ମଧ୍ୟରେ ଏକ ଅଗ୍ରଣୀ ଉଇକିପିଡ଼ିଆ ଭାବେ ପରିଚିତ।[] ଏହା ବିକାଶ ପାଇ ୯୦,୦୦୦ରୁ ଅଧିକ ଲେଖା ସହିତ ଏକ ୱିକିରେ ପରିଣତ ହୋଇଛି । ୧୬ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ, ଏଠାରେ ୧୦୧,୦୯୭ଟି ଲେଖା ଏବଂ ୧୭୬,୬୨୦ ଜଣ ପଞ୍ଜିକୃତ ବ୍ୟବହାରକାରୀ ଅଛନ୍ତି ।[] ମରାଠୀ ଭାଷାର ସର୍ବାଧିକ ଦର୍ଶିତ ୱେବସାଇଟଗୁଡ଼ିକ ମଧ୍ୟରେ, Alexa ଅନୁସାରେ ମରାଠୀ ଉଇକିପିଡ଼ିଆ ଦଶମ ସ୍ଥାନରେ ରହିଛି।[]

ଇତିହାସ

[ସମ୍ପାଦନା]
ଆରମ୍ଭ
[ସମ୍ପାଦନା]

ମରାଠୀ ଉଇକିପିଡ଼ିଆ ୧ ମଇ ୨୦୦୩ ଠାରୁ wikipedia.org ଡୋମେନରେ ଉପଲବ୍ଧ ହୋଇଥିଲା। ‘ବସନ୍ତ ପଞ୍ଚମୀ’ (वसंत पंचमी)[] (Vasant Panchami) ଏବଂ ‘ଔଦୁମ୍ବର’ (औदुंबर (କବିତା)), କବି ବାଲକବି[]ଙ୍କ ଦ୍ୱାରା ରଚିତ ଏକ କବିତା—ଏହି ଦୁଇଟି ୨ ମଇ ୨୦୦୩ ତାରିଖରେ ମରାଠୀ ଉଇକିପିଡ଼ିଆରେ ସୃଷ୍ଟି ହୋଇଥିବା ପ୍ରଥମ ଲେଖା ଥିଲେ।

ପ୍ରାରମ୍ଭିକ ବିକାଶ ପର୍ଯ୍ୟାୟ

[ସମ୍ପାଦନା]

୨୦୦୬ ଠାରୁ ମରାଠୀ ଉଇକିପିଡ଼ିଆର ବିକାଶ ଗତି ଧରିଥିଲା । ୧୩ ଜାନୁଆରୀ ୨୦୦୬ ରେ ଏଠାରେ ୧,୫୦୦ଟି ଲେଖା ଥିଲା।

୨୭ ଫେବୃଆରୀ ତାରିଖରେ ‘ମରାଠୀ ଦିବସ’ ପାଳନ କରାଯାଏ।

ପ୍ରଗତି

[ସମ୍ପାଦନା]

ଲେଖାସଂଖ୍ୟା[]

ତାରିଖ ସଂଖ୍ୟା
22 ସେପ୍ଟେମ୍ବର 2008 20,000
2 ଜୁଲାଇ 2010 30,000
24 ଏପ୍ରିଲ 2011 33,333
27 ଫେବୃଆରୀ 2014 40,000
11 ସେପ୍ଟେମ୍ବର 2016 44,444
22 ଡିସେମ୍ବର 2017 50,000
21 ଅଗଷ୍ଟ 2020 60,000
24 ଡିସେମ୍ବର 2020 66,666
30 ଜୁଲାଇ 2021 77,777
23 ସେପ୍ଟେମ୍ବର 2021 80,000
29 ଡିସେମ୍ବର 2022 88,888
12 ଫେବୃଆରୀ 2023 90,000
  1. "Wikipedia Statistics - Tables - Marathi". stats.wikimedia.org (in ଇଂରାଜୀ). Archived from the original on 2017-10-13. Retrieved 2026-01-16.
  2. "List of Wikipedias - Meta-Wiki". meta.wikimedia.org (in ଇଂରାଜୀ). Retrieved 2026-01-16.
  3. "Alexa - Top Sites by Category: World/Marathi". www.alexa.com (in ଇଂରାଜୀ). Archived from the original on 2025-01-19. Retrieved 2026-01-16.
  4. ""वसंत पंचमी" चा संपादन इतिहास - विकिपीडिया". mr.wikipedia.org (in ମରାଠୀ). Retrieved 2026-01-16.
  5. ""औदुंबर (कविता)" चा संपादन इतिहास - विकिपीडिया". mr.wikipedia.org (in ମରାଠୀ). Retrieved 2026-01-16.
  6. "Wikistats - Statistics For Wikimedia Projects". stats.wikimedia.org. Retrieved 2026-01-16.