Jump to content

ମମତାଜ ବେଗମ

ଉଇକିପିଡ଼ିଆ‌ରୁ
ମମତାଜ ବେଗମ
ନିର୍ବାଚନ ମଣ୍ଡଳୀମେତିଆବୁରୁଜ
ବିଧାୟିକା: ପଶ୍ଚିମ ବଙ୍ଗ ବିଧାନ ସଭା
କାର୍ଯ୍ୟକାଳ
୨୦୧୧ – ୨୦୧୬
ପର ଅଧିକାରୀଅବଦୁଲ ଖଲିକ ମୋଲ୍ଲା
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳAll India Trinamool Congress

ମମତାଜ ବେଗମ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ରାଜନୀତିରେ ତୃଣମୂଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ୨୦୧୧ ମସିହାରେ ପଶ୍ଚିମ ବଙ୍ଗରେ ହୋଇଥିବା ବିଧାନ ସଭା ନିର୍ବାଚନରେ, ସେ ମେତିଆବୁରୁଜ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପଶ୍ଚିମ ବଙ୍ଗ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୨୦୧୬ ମସିହା ଯାଏଁ ସେ ଏହି ବିଧାନ ସଭାରେ କାର୍ଯ୍ୟ କରିଥିଲେ ।