Jump to content

ମନୋଜ ଚନ୍ଦିଲା

ଉଇକିପିଡ଼ିଆ‌ରୁ
ମନୋଜ ଚନ୍ଦିଲା
ଜନ୍ମ୧୫ ଡିସେମ୍ବର[]
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତା, ମଡେଲ୍
ସକ୍ରିୟ ବର୍ଷ୨୦୦୭ – ଏବେଯାଏଁ
ପ୍ରସିଦ୍ଧିଲୌଟ୍ ଆଓ ତ୍ରିଶା
ୟେ ହୈ ମୋହବତେଁ
ବେପନାଃ ପ୍ୟାର୍

ମନୋଜ ଚନ୍ଦିଲା ଜଣେ ଭାରତୀୟ ଅଭିନେତା ଓ ମଡେଲ୍ । ସେ ମୁଖ୍ୟତଃ ଟେଲିଭିଜନ ଧାରାବାହିକରେ କାମ କରିବା ପାଇଁ ଜଣାଶୁଣା । ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ୟେ ହୈ ମୋହବତେଁରେ ଡ. ମନୋଜ ପଲ୍ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ସେ କିସ୍ ଦେଶ ମେଁ ହୈ ମେରା ଦିଲ୍, ମଟ୍ଟି କୀ ବନ୍ନୋ,[] ମିଷ୍ଟ୍ରେସ୍ କୌଶିକ୍ କୀ ପାଞ୍ଚ ବହୂୟେଁ[] ଏବଂ ଆହାଟ୍ (ସିଜିନ୍ ୬)[] ଆଦି ଧାରାବାହିକରେ କାମ କରିଛନ୍ତି । ୨୦୨୨ ମସିହାରେ, ସେ ଏମ୍ଏକ୍ସ ପ୍ଲେୟାର୍‌ର ୱେବ୍ ସିରିଜ୍ ରୂହାନିୟାତ୍‌ରେ କାମ କରିଥିଲେ ।[]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ
୨୦୦୯–୨୦୧୦ କିସ୍ ଦେଶ୍ ମେଁ ହୈ ମେରା ଦିଲ୍ ହର୍‌ମାନ୍ ଜୁନେଜା
୨୦୧୪ ସାଥ୍ ନିଭାନା ସାଥିୟା ଅନୁରାଗ ଜୋଶୀ []
୨୦୧୫ ଦିଲ୍ ଦୋସ୍ତି ଡ୍ୟାନ୍ସ

ଡ. ରାଜ୍ ମଲହୋତ୍ରା

ଅଧିକାର ଏକ କସମ ଏକ ତପସ୍ୟା
ୟେ ହୈ ମୋହବତେଁ ଡ. ମନୋଜ ପଲ []
ମଟ୍ଟି କୀ ବନ୍ନୋ ବିକ୍ରମ ସିଂହ/ଅର୍ଜୁନ []
କୋଡ଼୍ ରେଡ୍
ୟେଃ ହୈ ଆଶିକୀ
ମିଷ୍ଟ୍ରେସ୍ କୌଶିକ୍ କୀ ପାଞ୍ଚ ବହୂୟେଁ ଶିଭେନ୍ଦୁ କୌଶି []
୨୬୧୩
ଏକ୍ ବୂନ୍ଦ ଇସ୍କ []
ଲୁଟ ଆଓ ତ୍ରିଶା
ଦେଶ୍ କୀ ବେଟି ନନ୍ଦିନୀ ଅଭୟ ସିଂହ []
ଆହାଟ୍ []
୨୦୧୬ ସି.ଆଇ.ଡି. ଡ. ଅର୍ଜୁନ
ସରୋଜିନୀ - ଏକ୍ ନୟି ପେହଲ କୋମଲ ସିଂହ
ସ୍ୱରାଗିଣୀ ଚିରାଗ ଭଣ୍ଡାରୀ
୨୦୧୮ ଦିଲ୍ ହି ତୋ ହୈ କବୀର
କୌନ୍ ହୈ? ସୁରଜ
ଲାଲ୍ ଇସ୍କ ଅଲ୍ଲୀ ଖାନ୍/ଡ. ରାହୁଲ [୧୦]
୨୦୧୯ ବେହପନାଃ ପ୍ୟାର୍ ହର୍ଷିତ ମାଲହୋତ୍ରା [୧୧]
୨୦୨୦ ମାଡାମ୍ ସାର୍ ଅଜୟ କୁମାର / ମାନବ
୨୦୨୧ ତେରି ମେରି ଇକ୍କ ଜିନ୍ଦ୍ରୀ ପ୍ରତାପ ସୈଗଲ
୨୦୨୨ ଫନା: ଇସ୍କ ମେଁ ମରଜାୱାଁ ଇନ୍ସପେକ୍ଟର ରଣଜିତ ସିଂହ
୨୦୨୨–୨୦୨୩ କଥା ଅନ୍‌କହୀ ଅନିରୁଦ୍ଧ ବର୍ମା
୨୦୨୩–୨୦୨୪ ଇକ୍କ କୁଡ଼ି ପଞ୍ଜାବ ଦି ଜର୍ଣ୍ଣାଲି ସିଂହ ଅଠୱାଲ
୨୦୨୪ ତେରି ମେରି ଦୂରିୟାଁ ଜୋରାୱର ମାନ [୧୨]
୨୦୨୫ ନୋୟୋନ୍ତରା ଅଜୟ ଘୋଷ
ବିନ୍ଦି ଶରଦ

କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୦୮ ସଣ୍ଡେ ସଞ୍ଜୟ ହିନ୍ଦୀ
୨୦୧୫ ଗବ୍ବର୍ ଇଜ୍ ବ୍ୟାକ୍ ବିକାଶ ପାଟିଲ
  1. "Mouli Ganguly and Manoj Chandila share their birthday today". Tellychakkar. 15 December 2012. Retrieved 16 May 2015.
  2. ୨.୦ ୨.୧ "Manoj lets go of Agneepath for Maati Ki Banno". Tellychakkar. 5 April 2011. Retrieved 16 May 2015.
  3. ୩.୦ ୩.୧ "Manoj Chandila to don a dual role in Mrs. Kaushik... with the look-alike of Shivendu surfacing". Tellychakkar. 21 November 2012. Retrieved 16 May 2015.
  4. ୪.୦ ୪.୧ "Manoj Chandila and Karriena Shah next in Aahat!". Punjabi Junction. 12 May 2015. Archived from the original on 20 May 2015. Retrieved 16 May 2015.
  5. "Exclusive: Manoj Chandila joins the cast of MX Player's Roohaniyat in its new season". IWMBuzz (in ଇଂରାଜୀ). 2022-05-12. Retrieved 2023-12-13.
  6. "Manoj Chandila roped in for Star Plus' Saathiya". Tellychakkar. 13 July 2014. Retrieved 16 May 2015.
  7. "Manoj Chandila to pair up with Anita Hassanandani - Times of India". The Times of India (in ଇଂରାଜୀ). Retrieved 2019-08-20.
  8. "Parakh Madan and Manoj Chandila in BBC's next for Life OK". Tellychakkar. 8 May 2013. Retrieved 16 May 2015.
  9. "Manoj Chandila excited to play Abhay in Sony TV's Desh Ki Beti...Nandini". Tellychakkar. 5 October 2013. Retrieved 16 May 2015.
  10. "Sheena Bajaj, Manoj Chandila and Vikram Kochhar in &TV's Laal Ishq". IWMBuzz (in ଆମେରିକୀୟ ଇଂରାଜୀ). 2019-01-07. Retrieved 2019-08-20.
  11. Rajesh, Author: Srividya (2019-05-14). "Bepanah Pyaarr: Newbie Adhik Mehta to play Pearl V Puri's brother". IWMBuzz (in ଆମେରିକୀୟ ଇଂରାଜୀ). Retrieved 2019-08-20. {{cite web}}: |first= has generic name (help)
  12. "Exclusive: Teri Meri Doriyaann CONFIRMED to END on this date next month; Manoj Chandila to Enter for Dramatic Climax". TellyExpress. Retrieved 2024-07-02.

ବାହାର ଲିଙ୍କ୍

[ସମ୍ପାଦନା]