ମନୁ ନଦୀ
Jump to navigation
Jump to search
ମନୁ ନଦୀ ...ଭାରତୀୟ ରାଜ୍ୟ ତ୍ରିପୁରାର ପର୍ବତରୁ ବାହାରିଥିବା ଏକ ନଦୀ । ଏହି ନଦୀ ପର୍ବତକୁ ଖର ସ୍ରୋତା ହେଇ ବାହାରି ପାର୍ବତ୍ଯ ଅଞ୍ଚଳ ଅତିକ୍ରମ କରି ଶୀଳହାତ ସମତଳ ଦେଇ ବଙ୍ଗଳାଦେଶର ମୌଲବୀ ବଜାର ଜିଲ୍ଲାର ମନୁମୁଖଠାରେ କୁଶିୟାରା ନଦୀ ସହ ମିଳିତ ହେଇ ବଙ୍ଗୋପସାଗରକୁ ବ୍ପ୍ରବାହିତ ହୁଏ । .[୧]
ପୁନଶ୍ଚ ଦେଖଣା [ସମ୍ପାଦନା]
- List of rivers in Bangladesh
ଆଧାର [ସମ୍ପାଦନା]
- ↑ Md Mahbub Murshed (2012). "Manu River". In Sirajul Islam and Ahmed A. Jamal (ed.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.