ମନୁ

ଉଇକିପିଡ଼ିଆ‌ରୁ
ମନୁ
ମନୁ
ପୃଥିବୀ ଜଳାନ୍ୱବ ହୋଇଥିବାବେଳେ ମତ୍ସ୍ୟ ଅବତାର ଧାରଣ କରି ବିଷ୍ଣୁ ମନୁଙ୍କୁ ରକ୍ଷା କରିଥିଲେ ।

ମନୁ (Sanskrit: मनु) ହିନ୍ଦୁ ଧର୍ମରେ ବିଭିନ୍ନ ସମୟରେ ବ୍ୟବହୃତ ହୋଇଥିବା ଏକ ଶବ୍ଦ । ସନାତନ ହିନ୍ଦୁ ଧର୍ମାନୁସାରେ ମନୁଙ୍କୁ ମାନବଙ୍କର ମୂଳ ମଣିଷ ଭାବରେ ଗଣାନା କରାଯାଏ । ମଣିଷର ସଂସ୍କୃତ ଅର୍ଥ ହେଉଛି ମାନବ (IAST: mānava) ଯାହାର ଅର୍ଥ ହେଉଛି ମନୁଙ୍କ ସନ୍ତାନ[୧]

ଆଧାର[ସମ୍ପାଦନା]

  1. Roshen Dalal (2010). Hinduism: An Alphabetical Guide. Penguin Books. p. 242. ISBN 978-0-14-341421-6.