Jump to content

ମନୀଷ କୌଶିକ

ଉଇକିପିଡ଼ିଆ‌ରୁ
ମନୀଷ କୌଶିକ
मनीष कौशिक
ବୃତ୍ତିସମୂହ
  • ସ୍ୱର କଳାକାର
  • ରେଡିଓ ଜକି

ମନୀଷ କୌଶିକ ଜଣେ ଭାରତୀୟ ସ୍ୱର କଳାକାର ଓ ରେଡିଓ ଜକି । ସେ ଇଂରାଜୀ, ହିନ୍ଦୀ ଓ ତାଙ୍କ ମାତୃଭାଷା ହରିୟାଣୀରେ ରେଡିଓରେ ଉପସ୍ଥାପନା କରନ୍ତି ଏବଂ ମୁଖ୍ୟତଃ ଡବିଂ କଳାକାର ଭାବରେ କାମ କରନ୍ତି ।[] ସେ ଇଟାଲୀୟ ଆନିମେଟେଡ୍ ସିରିଜ୍ ଉଇନିକ୍ସ କ୍ଲବ୍‌ର ୪ର୍ଥ ସିଜିନ୍‌ର ବ୍ରାଣ୍ଡନ ଚରିତ୍ର ପାଇଁ ହିନ୍ଦୀରେ ଡବିଂ କରିଛନ୍ତି ।[]

କୌଶିକ ହାଲୁକା ହୃଦୟର ଜ୍ଞାନୀ ବ୍ୟକ୍ତିତ୍ୱ ଥିବା ଚରିତ୍ରଗୁଡ଼ିକର ଡବିଂ କରିଆସୁଛନ୍ତି । ସାଧାରଣତଃ ଖୁସି, ଧନୀ, ହାସ୍ୟରସାତ୍ମକ, ଉଜ୍ଜ୍ୱଳ ଓ ଉତ୍ସାହୀ ଚରିତ୍ରଗୁଡ଼ିକର ସେ ଡବିଂ କରନ୍ତି । ତାଙ୍କର କଣ୍ଠସ୍ୱର ମଧ୍ୟମ ପରିସରରୁ ଗଭୀର ପର୍ଯ୍ୟନ୍ତ ପରିବ୍ୟାପ୍ତ । ସେ ନ୍ୟାସନାଲ ଜିଓଗ୍ରାଫିକ୍ ଚ୍ୟାନେଲ୍, ନ୍ୟାସନାଲ ଜିଓଗ୍ରାଫିକ୍ ୱାଇଲ୍ଡ, ଏନ୍‌ଡିଟିଭି ଗୁଡ୍ ଟାଇମ୍ସ, ୟୁଟିଭି ମୁଭିଜ୍, ଟିଭି ବିଜ୍ଞାପନ, ବିଜ୍ଞାପନ ଭିଡିଓ ଏବଂ ଅନ୍ୟାନ୍ୟ ପାଇଁ ସକ୍ରିୟ ଭାବରେ ଡବିଂ କରନ୍ତି ।

ଡବିଂ ଭୂମିକା

[ସମ୍ପାଦନା]

ଆନିମେଟେଡ୍ ସିରିଜ୍

[ସମ୍ପାଦନା]
ପ୍ରୋଗ୍ରାମମୂଳ ସ୍ୱରଚରିତ୍ରଡବିଂ ଭାଷାମୂଳ ଭାଷାଅଧ୍ୟାୟ ସଂଖ୍ୟା
ଉଇନିକ୍ସ କ୍ଲବ୍‌ମସ୍ସିମିଲିଆନୋ ଅଲ୍ଟୋବ୍ରାଣ୍ଡୋନହିନ୍ଦୀଇଟାଲୀୟ୧୧୩

କଥାଚିତ୍ର

[ସମ୍ପାଦନା]
କଥାଚିତ୍ରଅଭିନେତାଚରିତ୍ରଡବିଂ ଭାଷାମୂଳ ଭାଷାମୂଳ ମୁକ୍ତିଲାଭ ବର୍ଷଡବିଂ ମୁକ୍ତିଲାଭ ବର୍ଷମନ୍ତବ୍ୟ
ରୋବୋକପ୍ଜୟ ବରୁଚେଲଟମ୍ ପପ୍ହିନ୍ଦୀଇଂରାଜୀ୨୦୧୪୨୦୧୪
  1. "Manish Kaushik is the voice over artist for discovery channel, national geographic channel and UTV movies. Cheerful Voice, Clear Voice". Archived from the original on 2012-10-11. Retrieved 2012-10-05.
  2. http://zomobo.net/manish-kaushik[permanent dead link]