Jump to content

ମନୀଷା ଅନୁରାଗୀ

ଉଇକିପିଡ଼ିଆ‌ରୁ
ମନୀଷା ଅନୁରାଗୀ
ବିଧାୟିକା: ଉତ୍ତର ପ୍ରଦେଶ ବିଧାନ ସଭା
Assumed office
୨୦୧୭
ରାଷ୍ଟ୍ରପତିରାମ ନାଥ କୋଭିନ୍ଦ
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦି
ନିର୍ବାଚନ ମଣ୍ଡଳୀରଥ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ମନୀଷା

(1981-07-01) ୧ ଜୁଲାଇ ୧୯୮୧ (ବୟସ ୪୫)
ଜଲୌନ, ଉତ୍ତର ପ୍ରଦେଶ, ଭାରତ
ସନ୍ତାନ
ବାପା/ବୋଉବ୍ରଜକିଶୋର ବର୍ମା (ବାପା)

ମନୀଷା ଅନୁରାଗୀ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ରାଜନୀତିରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଉତ୍ତର ପ୍ରଦେଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଭାରତୀୟ ଜନତା ପାର୍ଟି ସହ ଜଡ଼ିତ ଅଛନ୍ତି ।[][] ୨୦୧୨ ମସିହାରେ, ସେ ସ୍ୱାଧୀନ ଭାବରେ ନିର୍ବାଚନ ଜିତିଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ମନୀଷା ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ିଥିଲେ । ସେ ଏମ୍.ଏସ୍.ସି. ସମାପ୍ତ କରିବା ପରେ ଏମ୍.ଫିଲ୍. ଡିଗ୍ରୀ ହାସଲ କରିଥିଲେ, ଏବଂ ପିଏଚ୍‌ଡି କରିବା ପରେ ସେ ପ୍ରାଧ୍ୟାପିକା ହେବାକୁ ଯୋଜନା କରିଥିଲେ । ୨୦୧୦ ମସିହାରେ ଏଥିପାଇଁ ପ୍ରସ୍ତୁତ ହେଉଥିବା ସମୟରେ, ତାଙ୍କ ପରିବାରର ନିର୍ଦ୍ଦେଶରେ ସେ ଡକ୍ଟର ଲେଖରାମ ଅନୁରାଗୀଙ୍କୁ ବିବାହ କରିଥିଲେ । ପରେ ସେ ରାଜନୀତିରେ ଯୋଗ ଦେଇଥିଲେ ।[][]

  1. Jaiswal, Anuja (15 March 2017). "50% MLAs in UP below 50 years but yet the house more aged than 2012". The Times of India (in ଇଂରାଜୀ). Retrieved 2022-05-22.
  2. "हमीरपुर के छिबौली कांड को लेकर सीएम से मिलीं राठ विधायक मनीषा अनुरागी". m.jagran.com (in ହିନ୍ଦୀ). Retrieved 2021-12-11.
  3. 1 2 Bhaskar, Dainik (2017). "पति की एक बात मान ये महिला बनी कॉमन से VIP, 2 साल में बदली जिंदगी". Dainik Bhaskar. Archived from the original on 12 December 2021. Retrieved 12 December 2021.
  4. "Manisha Anuragi jeevan parichay : मनीषा अनुरागी पति की सलाह पर पॉलिटिक्स में उतरी और बन गई माननीय". पर्दाफाश (in ହିନ୍ଦୀ). Archived from the original on 2021-12-12. Retrieved 2021-12-12.