Jump to content

ମଧୁସ୍ମିତା ମିଶ୍ର

ଉଇକିପିଡ଼ିଆ‌ରୁ
ମଧୁସ୍ମିତା ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1961-07-16) ୧୬ ଜୁଲାଇ ୧୯୬୧ (ବୟସ ୬୫)
ମୋଚି ସାହି (ଗୋପାଳ ବଲ୍ଲଭ ରୋଡ଼), ପୁରୀ
ବୃତ୍ତିଲେଖିକା, ଅଧ୍ୟାପିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିସତ୍ୟ ଚିରନ୍ତନ ଦିବ୍ୟ ଅନୁଚିନ୍ତା
ଜୀବନସାଥୀଶ୍ରୀନିବାସ ପାଠୀ
ପିତାମାତାସଦାଶିବ ମିଶ୍ର

ମଧୁସ୍ମିତା ମିଶ୍ର (ଜନ୍ମ:୧୬ ଜୁଲାଇ ୧୯୬୧) ଜଣେ ଓଡ଼ିଆ କବି, ପ୍ରାବନ୍ଧିକା, ସମାଜ ବିଜ୍ଞାନୀ ଓ ଜୀବନଶୈଳୀ ବିଶେଷଜ୍ଞା । ସେ ସତ୍ୟ ଚିରନ୍ତନ ଦିବ୍ୟ ଅନୁଚିନ୍ତା ଗ୍ରନ୍ଥ ପାଇଁ ବିଶେଷ ଜଣାଶୁଣା ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ମଧୁସ୍ମିତା ପୁରୀ ଜିଲ୍ଲାର ମୋଚି ସାହି (ଗୋପାଳ ବଲ୍ଲଭ ରୋଡ଼)ରେ ଜନ୍ମଗ୍ରହଣ କରିଥିଲେ । ସ୍ନାତକୋତ୍ତର, M. Phil, Ph. D. ଡିଗ୍ରୀ ପ୍ରାପ୍ତ ମଧୁସ୍ମିତା ଦୂରଶିକ୍ଷା, ସାମ୍ବାଦିକତା, ଗଣ ଯୋଗାଯୋଗ ତଥା ମାନବ ସମ୍ବଳ ଆଦି ବିଷୟରେ ମଧ୍ୟ ପିଜି ଡିପ୍ଲୋମା ଡିଗ୍ରୀ ଲାଭ କରିଥିଲେ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ପତ୍ରିକାମାନଙ୍କରେ ତାଙ୍କର ଗଳ୍ପ ଓ ଗବେଷଣାତ୍ମକ ନିବନ୍ଧମାନ ପ୍ରକାଶ ପାଇବା ସହିତ ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ୨୦ରୁ ଅଧିକ ପୁସ୍ତକ ପ୍ରଣୟନ କରିଛନ୍ତି । ଲୋକପ୍ରିୟ ୟୁ ଟ୍ୟୁବ୍ ଚାନେଲ 'କଥାରେ କଥାରେ ଗପ'ର ସଂସ୍ଥାପିକା ଭାବେ ସେ ବିଶେଷ ଜଣାଶୁଣା । [][]

ରଚନାବଳୀ

[ସମ୍ପାଦନା]

ଇଂରାଜୀ

[ସମ୍ପାଦନା]
  • Earth to Ither (Story)
  • Press and Political Socialisation

ଓଡ଼ିଆ

[ସମ୍ପାଦନା]
  • ଚିହ୍ନା ଅପରିଚିତ (ଗଳ୍ପ)
  • ମନ ଦର୍ପଣ (ଗଳ୍ପ)
  • ରୂପଅରୂପ (ଗଳ୍ପ)
  • ସତ୍ୟ ଚିରନ୍ତନ ଦିବ୍ୟ ଅନୁଚିନ୍ତା (ପ୍ରବନ୍ଧ)
  • ସ୍ବପ୍ନ ବୋଳା ଲୁହ (ଗଳ୍ପ)