ମଥୁରା ପେଡ଼ା

ଉଇକିପିଡ଼ିଆ ରୁ
Jump to navigation Jump to search
ମଥୁରା ପେଡ଼ା
Indian Sweet Dessert Peda in a white bone china plate.jpg
ବାକି ନାମmathura peda
ପରଷାମିଠା, ଭୋଗ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟମଥୁରା,ଉତ୍ତର ପ୍ରଦେଶ
ପରଷିବା ଉତ୍ତାପସାମାନ୍ୟ ତାପମାତ୍ରା
ମୁଖ୍ୟ ଉପାଦାନଖୁଆ, ଚିନି, ଖିର
ପ୍ରକାର ଭେଦରପ୍ତାନୀ ସକାଶେ ସ୍ୱତନ୍ତ୍ର ପେଡ଼ା, ମେବା ଭାଟି ପେଡ଼ା
Cookbook: ମଥୁରା ପେଡ଼ା at Wikibooks 

ମଥୁରା ପେଡ଼ା ଏକ ଉତ୍ତର ଭାରତୀୟ ମିଠା ଦ୍ରବ୍ୟ ଯାହା ମଥୁରାରୁ ବିଶେଷ କରି ପ୍ରସ୍ତୁତ ହୋଇଥାଏ ଏବଂ ଚିହ୍ନା ପଡ଼ିଥାଏ । ସାଧାରଣତଃ ଉତ୍ତର ଭାରତରେ ମିଠା ମାବା ବା ଖୁଆରୁ ତିଆରି ହୋଇଥାଏ । ଏହି ମିଠା ଭାରତୀୟ ଭୌଗଳିକ ସଂକେତ ଭାବେ ପଂଜିକୃତ ହୋଇଛି ।[୧]

ଜନ୍ମାଷ୍ଟମୀ ଉତ୍ସବ[ସମ୍ପାଦନା]

ମଥୁରା କୃଷ୍ଣଙ୍କର ଜନ୍ମଭୂମି ବିଶ୍ୱାସ କରାଯାଉଥିବାରୁ କୃଷ୍ଣଙ୍କୁ ଭୋଗ ଭାବେ ପେଡ଼ା ଅର୍ପଣ କରାଯାଏ । [୨] ଏକା ସଙ୍ଗେ ମାବା, ଖିର, ଚିନି, ଏବଂ ଘିଅ ଦେଇ ରନ୍ଧନ କରାଯାଏ ଏବଂ ସ୍ୱାଦପାଇଁ କେଶର ଗୁଣ୍ଡ ଦିଆଯାଏ । ଭାରତରେ ଜନ୍ମାଷ୍ଟମୀ ଛୁଟିଦିନ ପେଡ଼ା ବିନା ଅସମ୍ପୁର୍ଣ୍ଣ ମନେହୁଏ । କୃଷ୍ଣଭକ୍ତ ମାନସିକଧାରୀ ଉପବାସ ଭଂଗ ପାଇଁ ଉପବାସ ପରେ ପେଡ଼ା ଗ୍ରହଣ କରନ୍ତି ।[୩]

ପରିଚିତି[ସମ୍ପାଦନା]

ଏକ ଋଢିପଦ ଭାବେ ବ୍ୟବହୃତ ହୁଏ ଯଥା ମଥୁରାର ପେଡ଼ା ଆଉ ଛତିଶଗଡ଼ର ଖେଡ଼ା । ଅର୍ଥାତ ଯେପରି ମଥୁରାର ପେଡ଼ା ପ୍ରସିଦ୍ଧ ସେପରି ଛତିଶଗଡ଼ର ଛୋଟ ଗାଁ ସେମିତି ପ୍ରସିଦ୍ଧ ।[୪] ମଥୁରା ପେଡ଼ା ଏକ ବ୍ରାଣ୍ଡ ନାମ ଭାବେ ଦେଶରେ ପରିଚିତ ।[୫] ମଥୁରାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କପାଇଁ ସ୍ୱତନ୍ତ୍ର ପେଡ଼ା ତିଆରି ହୋଇ ବିକ୍ରୀ କରାଯାଏ । ମଥୁରାକୁ ବୁଲି ଆସିବାର ଏହା ମଧ୍ୟ ଏକ କାରଣ ହୋଇପାରେ ।[୬] ଭାରତର ପ୍ରାୟ ସମସ୍ତ ହିନ୍ଦୁ ଧାର୍ମିକ ସ୍ଥଳରେ ମିଳିଥାଏ । [୭]

ପେଡ଼ା ମିଠା

ବାଲି ପୂଜା ଗୀତରେ ମଥୁରା ପେଡ଼ା ଉଲ୍ଲେଖ ଥିବା ଜଣାଯାଏ । [୮][୯]

ଆଣ୍ଡ୍ରଏଡ଼ ସଂସ୍କରଣ ବିବାଦରେ[ସମ୍ପାଦନା]

ଗୁଗୁଲ ଅାଣ୍ଡ୍ରଏଡ଼ ବୈଶିଷ୍ଟ୍ୟର ଏକ ନୂଆ ସଂସ୍କରଣ ନାମକରଣ ବେଳେ ଭାରତୀୟ ମିଠାର ଏକ ବଛା ତାଲିକାରେ ପେଡ଼ା ସ୍ଥାନ ପାଇଥିଲା । ଏହି ପ୍ରସ୍ଥାବ ୨୦୧୮ ପର୍ଯ୍ୟନ୍ତ ଘୁଂଚେଇଦିଆଯାଇଛି । [୧୦]

ରାନ୍ଧଣା ଲିଙ୍କ[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]


ଆଧାର[ସମ୍ପାଦନା]

  1. Sanjeev Kapur. Mithai. Popular Prakashan. pp. Author's Note. ISBN 9788179917121.
  2. Seema Mattoo (Sep 4, 2015). "What each region prepares for Krishna on his birthday". Seema Mattoo. Times of India. Retrieved 24 January 2016.
  3. Sapana Behl. "Mathura ke Pede". Sapana Behl. Indian Simmer. Retrieved 25 January 2016.
  4. Madhya Pradesh (India) (1965). Madhya Pradesh district gazetteers, Volume 1. Govt. Central Press. p. 107.
  5. John Napier (2013). They Sing the Wedding of God: An Ethnomusicological Study of the Mahadevji ka byavala as Performed by the Nath-Jogis of Alwar. McFarland. p. 175. ISBN 9781476602134.
  6. Kavita Kanan Chandra (March 11, 2015). "Love and Lord Krishna". Kavita Kanan Chandra. India Currents. Retrieved 24 January 2016.
  7. Saransh Goela (2015). India on my Platter. Om Books International. pp. Day 83. ISBN 9789383202041.
  8. Folk-lore, Volume 13. Indian Publications. 1972. p. 260.
  9. Satya Prakash Arya (1975). A Sociological Study of Folklore: Projected Research in Kuru Region (Saharanpur, Muzaffarnagar, Meerut, Bulandshahar, and Bijnor Districts of Western Uttar Pradesh). Indian Publications. p. 102.
  10. Mishtik Journo (December 18, 2015). "liticians, Laddoo, Chum-chum, Mysore-Pak, Peda, Kheer fight out for Android version name". Mishtik Journo. New Delhi. Faking news. Retrieved 29 January 2016.