Jump to content

ମଣ୍ଡଳଗଡ଼

ଉଇକିପିଡ଼ିଆ‌ରୁ
Mandalgarh
city
ଦେଶ India
ରାଜ୍ୟRajasthan
ଜିଲ୍ଲାBhilwara
Elevation
382 m (1,253 ft)
Population
 (2001)
 • Total୧୩,୮୪୪
ଭାଷା
 • ସରକାରୀHindi
Time zoneUTC+5:30 (IST)
PIN

ମଣ୍ଡଳଗଡ଼ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ‌‌ଭିଲ୍ୱର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ମଣ୍ଡଳଗଡ଼ ୨୫.୨୦୦୦ ଉତ୍ତର ଅକ୍ଷାଂଶ ଓ ୭୫.୧୦୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୫୩ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମଣ୍ଡଳଗଡ଼ ସହରର ମୋଟ ଜନସଂଖ୍ୟା ୨୦୧୬୧ ଅଟେ ।[] ସେଥି ମଧ୍ୟରୁ ୫୧.୩୪% ଜଣ ପରୁଷ ହୋଇଥିବା ବେଳେ ୪୮.୬୬% ଜଣ ନାରୀ ଅଟନ୍ତି । ମଣ୍ଡଳଗଡ଼ର ସାକ୍ଷରତା ହାର ୫୦.୦୧% ଅଟେ । ଏହା ଜାତୀୟ ହାରଠାରୁ ୧୪.୮୩% ପ୍ରତିଶତ କମ ଅଟେ । ସେଥିରୁ ୩୨.୫୫% ପ୍ରତିଶତ ପୁରୁଷ ଓ ୧୭.୪୬% ନାରୀ ଅଟନ୍ତି । ୧୪.୭୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ ମଣ୍ଡଳଗଡ଼ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]