ମଣ୍ଡଳଗଡ଼

ଉଇକିପିଡ଼ିଆ ରୁ
Jump to navigation Jump to search
Mandalgarh
city
Mandalgarh is located in Rajasthan
Mandalgarh
Mandalgarh
Location in Rajasthan, India
ଅବସ୍ଥିତି: 25°12′N 75°06′E / 25.2°N 75.1°E / 25.2; 75.1Coordinates: 25°12′N 75°06′E / 25.2°N 75.1°E / 25.2; 75.1
ଦେଶ India
ରାଜ୍ୟRajasthan
ଜିଲ୍ଲାBhilwara
ଉଚ୍ଚତା382 m (1,253 ft)
ଜନସଂଖ୍ୟା (2001)
 • ମୋଟ୧୩
ଭାଷା
 • ସରକାରୀHindi
IST (UTC+5:30)
ପିନ କୋଡ଼311604

ମଣ୍ଡଳଗଡ଼ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ‌‌ଭିଲ୍ୱର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମଣ୍ଡଳଗଡ଼ ୨୫.୨୦୦୦ ଉତ୍ତର ଅକ୍ଷାଂଶ ଓ ୭୫.୧୦୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୫୩ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମଣ୍ଡଳଗଡ଼ ସହରର ମୋଟ ଜନସଂଖ୍ୟା ୨୦୧୬୧ ଅଟେ ।[୨] ସେଥି ମଧ୍ୟରୁ ୫୧.୩୪% ଜଣ ପରୁଷ ହୋଇଥିବା ବେଳେ ୪୮.୬୬% ଜଣ ନାରୀ ଅଟନ୍ତି । ମଣ୍ଡଳଗଡ଼ର ସାକ୍ଷରତା ହାର ୫୦.୦୧% ଅଟେ । ଏହା ଜାତୀୟ ହାର ଠାରୁ ୧୪.୮୩% ପ୍ରତିଶତ କମ ଅଟେ । ସେଥିରୁ ୩୨.୫୫% ପ୍ରତିଶତ ପୁରୁଷ ଓ ୧୭.୪୬% ନାରୀ ଅଟନ୍ତି । ୧୪.୭୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ମଣ୍ଡଳଗଡ଼ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]