Jump to content

ମଣିରାମ ଜେନା

ଉଇକିପିଡ଼ିଆ‌ରୁ
ମଣିରାମ ଜେନା
ଜନ୍ମ୧୯୭୬
ଲେଙ୍କା ସାହି, ବିଂଝାରପୁର, ଯାଜପୁର
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିପରମ୍ପରା
ପୁରସ୍କାରରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୧୭[]

ମଣିରାମ ଜେନା ଜଣେ ଓଡ଼ିଆ-ଭାଷୀ ନାଟ୍ୟକାର, ଗାଳ୍ପିକ ଓ ଶିଶୁ ସାହିତ୍ୟିକ । ସେ ପରମ୍ପରା ପାଇଁ ୨୦୧୭ ମସିହାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ମଣିରାମ ୧୯୭୬ରେ ଯାଜପୁର ଜିଲ୍ଲାର ଲେଙ୍କାସାହିରେ ଜନ୍ମ ଗ୍ରହଣ କରିଥିଲେ । ପ୍ରାଣୀ ପୁଷ୍ଟି ବିଜ୍ଞାନରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ମଣିରାମଙ୍କ ପ୍ରଥମ ଗଳ୍ପ 'ଉଡ଼ାଣ' ୧୯୯୭ରେ କଥା ନବପ୍ରତିଭା ପ୍ରତିଯୋଗିତାରେ ଅନ୍ୟତମ ପ୍ରଥମ ସ୍ଥାନ ଅଧିକାର କରିଥିଲା ।

ରଚନାବଳୀ

[ସମ୍ପାଦନା]
  • ଆଲୋକର ସନ୍ଧାନ
  • ଉଡ଼ାଣ
  • ଉପଦେବତା
  • କ୍ୟାପସୁଲ ଗପ
  • ପରମ୍ପରା

ଶିଶୁ ସାହିତ୍ୟ

[ସମ୍ପାଦନା]
  • ମାଟି ମାଆ ମୋର ସରଗପୁରୀ (କବିତା)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. 1 2 3 "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମ୍ବାଦ. 10 December 2017. Archived from the original on 15 April 2025. Retrieved 15 April 2025.