ମଗଧ ର ସହଦେବ

ଉଇକିପିଡ଼ିଆ ରୁ
Jump to navigation Jump to search

Sahadeva
Brihadratha King
Predecessor Jarasandha
Successor Somadhi
ବାପା Jarasandha

ସହଦେବ  (Sanskrit: सहदेव) (ପଞ୍ଚ ପାଣ୍ଡବଙ୍କ ସହଦେବଙ୍କ ଠାରୁ ଭିନ୍ନ , ଯଦିଓ ସେ ମଧ୍ୟ କୁରୁକ୍ଷେତ୍ର ଯୁଦ୍ଧରେ ଥିଲେ  ) ବୃହଦ୍ରଥ ରାଜବଶର ମଗଧର ରାଜା ଥିଲେ । ମହାଭାରତର ବର୍ଣ୍ଣନା ଅନୁସାରେ ତ5ଅଙ୍କ ପିତା ଜରାସନ୍ଧ ଭୀମାଙ୍କ ସହ ଯୁଦ୍ଧରେ ନିହତ ହେବା ପରେ ପାଣ୍ଡବ ମାନେ ତାଙ୍କ ପୁତ୍ର ସହଦେବଙ୍କୁ ମଗଧର ରାଜା ହିସାବରେ ସ୍ଥାପିତ କରିଥିଲେ । 

ପୁରାଣ ଅନୁସାରେ ସେ ପରେ କୁରୁକ୍ଷେତ୍ର ଯୁଦ୍ଧରେ ନିହତ ହେଲେ ଓ ସୋମାଧି ତାଙ୍କ ସ୍ଥାନରେ ମଗଧ ରାଜା ହେଲେ । 

ନୋଟ [ସମ୍ପାଦନା]