ମାଇନ ଟୁଡ଼ୁ

ଉଇକିପିଡ଼ିଆ‌ରୁ
(ମଇନା ଟୁଡୁରୁ ଲେଉଟି ଆସିଛି)
ମାଇନ ଟୁଡ଼ୁ
ମାର୍ଶାଲ ଦାହାର ନିମନ୍ତେ ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ଗ୍ରହଣ କରୁଥିବା ସମୟରେ ମାଇନ ଟୁଡ଼ୁ
ମାର୍ଶାଲ ଦାହାର ନିମନ୍ତେ ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ଗ୍ରହଣ କରୁଥିବା ସମୟରେ ମାଇନ ଟୁଡ଼ୁ
ଜନ୍ମ ଓ ଜନ୍ମସ୍ଥାନମାଇନ ଟୁଡ଼ୁ
(1985-03-11)୧୧ ମାର୍ଚ୍ଚ ୧୯୮୫
ମୟୂରଭଞ୍ଜ ଜିଲ୍ଲା, ଓଡ଼ିଶା, ଭାରତ
ବୃତ୍ତିକବି, ଲେଖିକା, ଅଭିଧାନ ସଂକଳିକା, ଗୃହିଣୀ

ମାଇନ ଟୁଡ଼ୁ (ଜନ୍ମ ୧୧ ମାର୍ଚ୍ଚ ୧୯୮୫) ଜଣେ ଭାରତୀୟ ସାନ୍ତାଳୀ ଲେଖିକା, କବି ଓ ଅଭିଧାନ ସଂକଳିକା । ତାଙ୍କର ଜନ୍ମସ୍ଥାନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ । ଟୁଡୁ ତାଙ୍କର ଦୀର୍ଘ କବିତା ମାର୍ଶାଲ ଦାହାର ନିମନ୍ତେ ୨୦୧୩ ମସିହାରେ ଭାରତୀୟ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ପାଇଥିଲେ ।[୧][୨][୩][୪][୫][୬] ଏଇ କାବ୍ୟଗ୍ରନ୍ଥ ସହ ଟୁଡ଼ୁ କିଛି ସାନ୍ତାଳୀ ନୀତିକଥା-ଭିତ୍ତିକ ଗଳ୍ପ, ସାନ୍ତାଳୀ ବ୍ୟାକରଣ ଓ ଅଭିଧାନ ମଧ୍ୟ ସଂକଳନ କରିଥିଲେ । ସେ ସାନ୍ତାଳୀରେ ରାମାୟଣର ଅନୁବାଦ କରିଥିଲେ ।[୭]

ମଇନା ଟୁଡ଼ୁ ସାନ୍ତାଳୀରେ ସ୍ନାତକ କରିଥିଲେ ।[୮]

ରଚନାବଳୀ[ସମ୍ପାଦନା]

  • ମାର୍ଶାଲ ଦାହାର (୨୦୧୩)
  • Santali Short Grammar
  • Santali Moral Story
  • Ram Katha

ଆଧାର[ସମ୍ପାଦନା]

  1. "..:: SAHITYA Akademi - Yuva Puraskar ::." sahitya-akademi.gov.in. Sahitya Akademi. Retrieved 13 September 2019.
  2. "www.uniindia.com/shasthipada-chattopadhyay-awarded-bal-sahitya-puraskar-2017-by-sahitya-akademi/other/news/909391.html". United News of India. No. 22 June 2017. Retrieved 13 September 2019.
  3. "Shasthipada Chattopadhyay awarded 'Bal Sahitya Puraskar 2017' by Sahitya Akademi | Indiablooms - First Portal on Digital News Management". Indiablooms.com. 23 June 2017. Retrieved 13 September 2019.
  4. "Literary award for 24 young writers". The Tribune. 12 December 2017. Retrieved 13 September 2019.
  5. "Regional poets lead Sahitya Akademi Yuva Puraskar". Business Standard India. 23 June 2017. Retrieved 13 September 2019.
  6. Jagran Josh (3 July 2017). Current Affairs July 2017 eBook. Jagran Josh. pp. 172–. GGKEY:TNZSK5CN57A.
  7. "Maina Tudu". gatewaylitfest.com. 8 December 2017. Archived from the original on 3 April 2019. Retrieved 13 September 2019.
  8. "Santali Dictionary(Olchiki-Olchiki-English) by Mrs. Maina Tudu(Hansdah) – Disomart". Archived from the original on 3 April 2019. Retrieved 13 September 2019.