ଭୋଟ୍ (ଓଡ଼ିଆ କଥାଚିତ୍ର)
| ଭୋଟ୍ (ଓଡ଼ିଆ କଥାଚିତ୍ର) | |
|---|---|
| ନିର୍ଦ୍ଦେଶକ | ଦେବାଶିଷ ମହାପାତ୍ର |
| ପ୍ରଯୋଜକ | ଅତୀଶ କୁମାର ରାଉତ |
| ସଂଳାପ | ଦେବାଶିଷ ମହାପାତ୍ର |
| ଚିତ୍ରନାଟ୍ୟ | ଦେବାଶିଷ ମହାପାତ୍ର |
| କାହାଣୀ | ଅଜୟ ମହାପାତ୍ର |
| କଳାକାର | ସୂର୍ଯ୍ୟ ମହାନ୍ତି ଚକ୍ରଧର ଜେନା ହର ରଥ ଉଷସୀ ମିଶ୍ର ରାନୁ ପାଢ଼ୀ |
| ସଙ୍ଗୀତ | ବିକାଶ ଦାସ |
| ଚିତ୍ରଗ୍ରହଣ | ପ୍ରଶାନ୍ତନୁ ମହାପାତ୍ର |
| ସମ୍ପାଦକ | ରବି ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୨୩ ଫେବୃଆରୀ ୨୦୨୪ |
| ଦେଶ | |
| ଭାଷା | ଓଡ଼ିଆ |
ଭୋଟ୍ (ଓଡ଼ିଆ କଥାଚିତ୍ର) ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅତୀଶ କୁମାର ରାଉତ । ଅଜୟ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦେବାଶିଷ ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ସୂର୍ଯ୍ୟ ମହାନ୍ତି, ଚକ୍ରଧର ଜେନା, ହର ରଥ, ଉଷସୀ ମିଶ୍ର, ରାନୁ ପାଢ଼ୀ, ପିଙ୍କି ପ୍ରିୟଦର୍ଶିନୀ, ପ୍ରିୟା, ହାଡ଼ୁ, ଦେବୀ ବାରିକ, ବନମାଳୀ ପାଣ୍ଡିଆ, ମନୋରଞ୍ଜନ ଦାସ, ସତ୍ୟ ପାଣିଗ୍ରାହୀ, ରଞ୍ଜନ ରାଉତ, ସୁଶାନ୍ତ, ସୀତାଂଶୁ, ସୌମ୍ୟା, ଶ୍ରେୟା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୩ ଫେବୃଆରୀ ୨୦୨୪ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ସୂର୍ଯ୍ୟ ମହାନ୍ତି
- ଚକ୍ରଧର ଜେନା
- ହର ରଥ
- ଉଷସୀ ମିଶ୍ର
- ରାନୁ ପାଢ଼ୀ
- ପିଙ୍କି ପ୍ରିୟଦର୍ଶିନୀ
- ପ୍ରିୟା
- ହାଡ଼ୁ
- ଦେବୀ ବାରିକ
- ବନମାଳୀ ପାଣ୍ଡିଆ
- ମନୋରଞ୍ଜନ ଦାସ
- ସତ୍ୟ ପାଣିଗ୍ରାହୀ
- ରଞ୍ଜନ ରାଉତ
- ସୁଶାନ୍ତ
- ସୀତାଂଶୁ
- ସୌମ୍ୟା
- ଶ୍ରେୟା
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ମୋହିତ ଚକ୍ରବର୍ତ୍ତୀ, ବାପୁ ଗୋସ୍ୱାମୀ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଶିବାଶିଷ ମିଶ୍ର, ଲିପ୍ସା ମହାପାତ୍ର, ବିଷ୍ଣୁମୋହନ କବି, ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଭୋଟ୍