Jump to content

ଭୋଜରାଜ ନାଗ

ଉଇକିପିଡ଼ିଆ‌ରୁ
ଭୋଜରାଜ ନାଗ
ସାଂସଦ: ୧୮ଶ ଲୋକ ସଭା
Assumed office
୪ ଜୁନ ୨୦୨୪
ପୂର୍ବ ଅଧିକାରୀମୋହନ ମାଣ୍ଡଭି
ନିର୍ବାଚନ ମଣ୍ଡଳୀକାନକେର
ବିଧାୟକ: ଛତିଶଗଡ଼ ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୮
ପୂର୍ବ ଅଧିକାରୀବିକ୍ରମ ଉସେନ୍ଦି
ପର ଅଧିକାରୀଅନୂପ ନାଗ
ନିର୍ବାଚନ ମଣ୍ଡଳୀଅନ୍ତଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଭୋଜରାଜ ନାଗ

(1972-04-07) ୭ ଅପ୍ରେଲ ୧୯୭୨ (ବୟସ ୫୩)
ହିମୋଡା, କାନକେର, ଛତିଶଗଡ଼
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସାଧନା ନାଗ
ସନ୍ତାନ୨ ପୁଅ, ୧ ଝିଅ
ଶିକ୍ଷା୯ମ
ବୃତ୍ତିକୃଷକ

ଭୋଜରାଜ ନାଗ (ଜନ୍ମ: ୭ ଅପ୍ରେଲ ୧୯୭୨) ଜଣେ ଭାରତୀୟ ରାଜନେତା । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କାନକେର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭା୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[][][]

  1. "Kanker, Chhattisgarh Lok Sabha Election Results 2024 Highlights: Bhojraj Nag Wins the Contest". India Today (in ଇଂରାଜୀ). 2024-06-04. Retrieved 2024-06-05.
  2. "Kanker Election Result 2024 LIVE Updates Highlights: Lok Sabha Winner, Loser, Leading, Trailing, MP, Margin". News18 (in ଇଂରାଜୀ). 2024-06-04. Retrieved 2024-06-05.
  3. "Lok Sabha Elections 2024: Kanker constituency result". Deccan Herald (in ଇଂରାଜୀ). 3 June 2024. Retrieved 2024-07-03.