ଭୋଜପୁରୀ ଉଇକିପିଡ଼ିଆ
ଦେଖଣା
| ୟୁ.ଆର.ଏଲ | bh |
|---|---|
| ବ୍ୟବସାୟିକ | ନାହିଁ |
| ସାଇଟର ପ୍ରକାର | ଇଣ୍ଟରନେଟ୍ ଏନସାଇକ୍ଲୋପିଡ଼ିଆ |
| ମିଳୁଥିବା ଭାଷା | ଭୋଜପୁରୀ |
| କଣ୍ଟେଣ୍ଟ ଲାଇସେନ୍ସ | Creative Commons Attribution/ Share-Alike 4.0 (most text also dual-licensed under GFDL) Media licensing varies |
| ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ଭୋଜପୁରୀ ଉଇକିପିଡ଼ିଆ ଉଇକିପିଡ଼ିଆର ଭୋଜପୁରୀ ଭାଷାର ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୩ ମସିହା ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା ।[୧] ଉତ୍ତର-ପୂର୍ବ ଭାରତ ଓ ନେପାଳରେ ବ୍ୟବହୃତ ଭୋଜପୁରୀ ଭାଷା ଏକ ଇଣ୍ଡୋ-ଆର୍ଯ୍ୟ ଭାଷା, ଯାହାକି ଦେବନାଗରୀ ଲିପିରେ ଲେଖାଯାଏ ।[୨][୩]
ବ୍ୟବହାରକାରୀ ଓ ସମ୍ପାଦକ ସଂଖ୍ୟା
[ସମ୍ପାଦନା]| ବ୍ୟବହାରକାରୀ ଆକାଉଣ୍ଟ | ପ୍ରସଙ୍ଗ ସଂଖ୍ୟା | ଫାଇଲ୍ ସଂଖ୍ୟା | ପରିଚାଳକ ସଂଖ୍ୟା |
|---|---|---|---|
| ୪୬୨୯ | ୨୭୩୭ | ୧୪ | ୧ |
ଆଧାର
[ସମ୍ପାଦନା]- ↑ A Study on the Usage of Internet by Working Women of Vadodara City for Performing Their Household Responsibilities. Anchor Academic Publishing. 2016. ISBN 978-3-96067-551-8.
- ↑ Bhojpuri Ethnologue World Languages (2009)
- ↑ Ethnologue's detailed language map Archived 16 October 2012 at the Wayback Machine. of western Madhesh; see the disjunct enclaves of language #9 in SE.
- ↑ "List of Wikipedias". Retrieved 19 April 2022.