ଭୋଜନାଳୟ

ଉଇକିପିଡ଼ିଆ ରୁ
Jump to navigation Jump to search

ଭୋଜନାଳୟ (ଇଂରାଜୀ ଭାଷା:Restaurant) ଏକ ଜାଗା ଯେଉଁଠି ଭୋଜନ ଖାଇବାକୁ ମିଳେ। ଏଠାରେ ଗ୍ରାହକଙ୍କ ଇଛା ହିସାବରେ ଖାଦ୍ୟ ତିଆରି ହୋଇ ପରସା ଜାଏ। ଗ୍ରାହକଙ୍କୁ ନିଜ ଖାଇବା ବଦଳରେ ପଇସା ପୈଠ କରିବାକୁ ପଡେ। ଆଜି କାଲି ଭୋଜନାଳୟରୁ ଭୋଜନ କିଣି ଘରକୁ ଭି ଆଣି ହଊଛି।

PerSe.jpg