ଭୋଜନାଳୟ
Jump to navigation
Jump to search
ଭୋଜନାଳୟ (ଇଂରାଜୀ ଭାଷା:Restaurant) ଏକ ଜାଗା ଯେଉଁଠି ଭୋଜନ ଖାଇବାକୁ ମିଳେ। ଏଠାରେ ଗ୍ରାହକଙ୍କ ଇଛା ହିସାବରେ ଖାଦ୍ୟ ତିଆରି ହୋଇ ପରସା ଜାଏ। ଗ୍ରାହକଙ୍କୁ ନିଜ ଖାଇବା ବଦଳରେ ପଇସା ପୈଠ କରିବାକୁ ପଡେ। ଆଜି କାଲି ଭୋଜନାଳୟରୁ ଭୋଜନ କିଣି ଘରକୁ ଭି ଆଣି ହଊଛି।
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |