ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର

Coordinates: 20°11′34.38″N 85°50′9.92″E / 20.1928833°N 85.8360889°E / 20.1928833; 85.8360889
ଉଇକିପିଡ଼ିଆ‌ରୁ
ଭୃଙ୍ଗେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀଶିବ
Location
ସ୍ଥାନଭୁବନେଶ୍ୱର[୧]
Stateଓଡ଼ିଶା
Countryଭାରତ
ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର is located in Odisha
ଭୃଙ୍ଗେଶ୍ୱର ଶିବ ମନ୍ଦିର ,ଭୁବନେଶ୍ୱର
Location in Orissa
ଭୌଗଳିକ ଅବସ୍ଥିତି20°11′34.38″N 85°50′9.92″E / 20.1928833°N 85.8360889°E / 20.1928833; 85.8360889
Architecture
Completed୮ମ ଶତାବ୍ଦୀ

ଭୃଙ୍ଗେଶ୍ୱର ଶିବ ମନ୍ଦିର, ଭାରତର ଓଡ଼ିଶା ରାଜ୍ୟର ରାଜଧାନୀ ଭୁବନେଶ୍ୱର[୨] ସନ୍ନିକଟ ଧଉଳି ପାହାଡ଼ ତଳ ଓ ଦୟା ନଦୀ ତଟ ନିକଟରେ ଅବସ୍ଥିତ ଏକ ଶିବ ମନ୍ଦିର । ମନ୍ଦିରଟି ଈଷତ ଗେରୁଆ ରଙ୍ଗର ବାଲିପଥରରେ ନିର୍ମିତ । ଏହି ମନ୍ଦିର ନିକଟରେ ଓଡ଼ିଶା ସରକାରଙ୍କ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ନିମ୍ମରୁ ଉପର ଯାଏ ପୁନରୁଦ୍ଧାର କରାଯାଇଥିଲା ।

ପୂର୍ବ ନାମ [ସମ୍ପାଦନା]

ଏହି ମନ୍ଦିରକୁ ପୂର୍ବରୁ ଭାଇରଙ୍ଗେଶ୍ୱର ବୋଲି କୁହାଯାଉଥିଲା । 

ତାତ୍ପର୍ଯ୍ୟ [ସମ୍ପାଦନା]

i) ଇତିହାସିକ ତାତ୍ପର୍ଯ୍ୟ : —

ii) ସଂସ୍କୃତିକ ତାତ୍ପର୍ଯ୍ୟ: ଏଠାରେ ଶିବରାତ୍ରି , କାର୍ତିକ ପୁର୍ଣିମା, ରଜ  ଇତ୍ୟାଦି ପାଳନ କରାଯାଇଥାଏ । 

iii) ସାମାଜିକ ତାତ୍ପର୍ଯ୍ୟ: ଏଠାରେ ବ୍ରତୋପନୟନ, ମୁଣ୍ଡନ, ବିବାହ ଆଦି ସାମାଜିକ କର୍ମାନୁଷ୍ଠାନ ହେଇଥାଏ ।   

iv) ସାଙ୍ଗଠନିକ ତାତ୍ପର୍ଯ୍ୟ : ଏହାର ପ୍ରାଙ୍ଗଣରେ ଗ୍ରାମ ସଭା ମଧ୍ୟ ହେଇଥାଏ । 

ମନ୍ଦିରର ବର୍ଣ୍ଣନା [ସମ୍ପାଦନା]

ଏହି ମନ୍ଦିରର ପୂର୍ବ ପଟରେ ଧଉଳି ପାହାଡ଼ ରହିବା ସହ ସନ୍ନିକଟରେ ଦୟା ନଦୀ ବହିଯାଏ । ମନ୍ଦିରର ମୁଖ ପଶ୍ଚିମ ଦିଗକୁ ରହିଥାଏ । 

ଆଧାର [ସମ୍ପାଦନା]

  1. Francis D. K. Ching; Mark M. Jarzombek; Vikramaditya Prakash (23 March 2017). A Global History of Architecture. Wiley. pp. 308–. ISBN 978-1-118-98161-0.
  2. Suriya (26 August 2015). Jothirlingam: The Indian Temple Guide. Partridge Publishing India. pp. 121–. ISBN 978-1-4828-4786-4.