ଭୁଷଣ୍ଡେଶ୍ୱର

ଉଇକିପିଡ଼ିଆ ରୁ
Jump to navigation Jump to search

ଭୁଷଣ୍ଡେଶ୍ୱରଙ୍କ ପୀଠ: ଭେଗରାଇ  କୁମ୍ଭିରଗଡି ପଞ୍ଚାୟତ ସୁବର୍ଣ୍ଣରେଖା ମୁହାଣର ଦକ୍ଷିଣକୁ ଗଲେ ପଡ଼ିବ ବାବା ଭୁଷଣ୍ଡେଶ୍ୱରଙ୍କ ପୀଠ । ଏହି ପ୍ରସିଦ୍ଧ ଶିବଲିଙ୍ଗର ଉଚ୍ଚତା ୧୨ଫୁଟ, ଗୋଲେଇ ହାରାହାରି ୧୭ ଫୁଟ,ଲିଙ୍ଗର ଉପରିଭାଗର ଗୋଲେଇ ୧୨ଫୁଟ ୭ ଇଞ୍ଚ, ନିମ୍ନଞ୍ଚଳ ବେଦିର  ଗୋଲେଇ ପ୍ରାୟ ୩୮ଫୁଟ ।