ଭୁବନେଶ୍ୱର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ

ଭୁବନେଶ୍ୱର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ।

୨୦୦୮ ମସିହା ପରେ ଏହି ଲୋକ ସଭା ମଣ୍ଡଳୀରେ ଆସୁଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା:

  1. ଜୟଦେବ
  2. ଭୁବନେଶ୍ୱର (ମଧ୍ୟ)
  3. ଭୁବନେଶ୍ୱର (ଉତ୍ତର)
  4. ଏକାମ୍ର-ଭୁବନେଶ୍ୱର
  5. ଜଟଣୀ
  6. ବେଗୁନିଆ
  7. ଖୋର୍ଦ୍ଧା


୨୦୦୮ ମସିହା ପୂର୍ବରୁ ଥିବା ବିଧାନ ସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା:

  1. ଭୁବନେଶ୍ୱର
  2. ଜଟଣି
  3. ଖୋର୍ଦ୍ଧା
  4. ବେଗୁନିଆ
  5. ନୟାଗଡ଼
  6. ଖଣ୍ଡପଡ଼ା
  7. ଦଶପଲ୍ଲା

ସାଂସଦ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "General Election 2019 - Election Commission of India". results.eci.gov.in. Retrieved 2019-06-14.

ଆହୁରି ଦେଖନ୍ତୁ[ସମ୍ପାଦନା]